କୁଆଡେ ଗଲା ମୋ ‘ବୋଉ’
କୁଆଡେ ଗଲା ମୋ ବୋଉ ?? ମନରେ ଯାର ଥିଲା ସଂସାର ପରିବାରର ଚିନ୍ତା ଅଥଚ ଆଖିରେ ତାର ଭରି ରହିଥିଲା ବଞ୍ଚି ବଞ୍ଚାଇବାର, ହସି ହସେଇବାର ଆଗ୍ନେୟ ପିପାସା ସେ ବୋଉ ଆଉ ନାହିଁ !! କୁଆଡେ ଗଲା ମୋ ବୋଉ ?? ହୃଦୟରେ ଅନେକ କଷ୍ଟକୁ ଚାପି ରାଗ ରୋଷକୁ ଭୁଲି ଯିଏ ଅନ୍ୟର ହୃଦୟରେ ପୋତୁଥିଲା ସ୍ନେହର ଚାରା… ସବୁ ଦୁଃଖକୁ ଉତାରିବାକୁ, ସ୍ନେହ ଡୋରିରେ ସମସ୍ତଙ୍କୁ ବାନ୍ଧିବାକୁ ସେ ବୋଉ […]
କୁଆଡେ ଗଲା ମୋ ‘ବୋଉ’ Read More »