PURI CALLING | ବଦଳିଛି ପୁରୀ ବେଳାଭୂମିର ରଙ୍ଗ
ବଦଳିଛି ପୁରୀ ବେଳାଭୂମିର ରଙ୍ଗ । ଏ ଚିତ୍ର ହିଁ କହୁଛି କେତେ ଅଧିକ ସୁନ୍ଦର ହୋଇଛି ଆମ ପୁରୀ ସମୁଦ୍ରକୂଳ । ମାତ୍ର ଆଉ କିଛିଦିନ…ଲୋକାର୍ପିତ ହେବ ପୁରୀର ନୂଆ ବେଳାଭୂମିର ରୂପ । ସେଥିପାଇଁ ତ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚ ଏବେ ଗୋ ଗୋଆ ନୁହେଁ, ପର୍ଯ୍ୟଟକଙ୍କ ପସନ୍ଦ ହେବ ପୁରୀ । ଖୁବଶୀଘ୍ର ଗୋଆକୁ ଟପିଯିବ ପୁରୀ ‘ବ୍ଲୁ ଫ୍ଲାଗ୍ ବିଚ୍’, ଏଠାରେ ଅନ୍ତର୍ଜାତୀୟ ବେଳାଭୂମିର ଅନୁଭବ ନେବେ ପର୍ଯ୍ୟଟକ । […]
PURI CALLING | ବଦଳିଛି ପୁରୀ ବେଳାଭୂମିର ରଙ୍ଗ Read More »