କାହିଁକି ପାଳନ କରାଯାଏ ନୂଆଖାଇ?

ସମସ୍ତଙ୍କୁ ନୂଆଖାଇ ଜୁହାର…. ଜିଇଁଛୁ ବେଲକେ ଆସି ଭାଏ ବନ୍ଧୁ ହେମା ନୂଆଖାଇ ଭେଟ୍ ସଂସାର ଡୋର୍ ଥି ବନ୍ଧା ହୋଇଥିମା ଏ ଥିଲା ଲୋକପ୍ରିୟ କବି ହଳଧର ନାଗଙ୍କ କବିତାରୁ କିଛି ଗାଁ ଯାକର ହେଇ ମେଟ୍ ନୂଆଖାଇ ବା ନୂଆଁଖାଇ ଓଡ଼ିଶାର ପଶ୍ଚିମାଞ୍ଚଳର ଏକ ପାରମ୍ପରିକ ପର୍ବ । ଏକାଠି ହେବାର ବେଳ, ପର୍ବ ପାଳିବାର ସମୟ । ସବୁ ଭୁଲି ଏକାଠି ହୋଇ ଖୁସି ହେବାର ଅପୂର୍ବ ପର୍ବ । ଚାଷୀଙ୍କ ସହ […]

କାହିଁକି ପାଳନ କରାଯାଏ ନୂଆଖାଇ? Read More »