ମୋଦି ଜୀଙ୍କୁ ଚିଠି…ମୁଁ ଏ ଦେଶର ଝିଅ କହୁଛି …

-:ମୁଁ ଏ ଦେଶର ଝିଅ କହୁଛି ।ଝିଅ କହିବା ଆଗରୁ ଡର ବି ଲାଗୁଛି ।ଯେଉଁଠି ଝିଅ ,ସେଇଠି ରାତି ,ସେଇଠି ବଳତ୍କାର ,ସେଇଠି ହତ୍ୟା । -:ମୋର ଶିକ୍ଷିତ ହେବାର ଆବଶ୍ୟକ ନାହିଁ ,କୌଣସି ପୁରୁଷ ସହ ସମାସ୍କନ୍ଧ ହେବାର ନାହିଁ ,ମୋର କୌଣସି ଡିଗ୍ରୀ ବି ଦରକାର ନାହିଁ ,। ମୁଁ ଚାହେଁ ମୋତେ ମିଳିଥିବା ଆୟୁଷକୁ ମୁଁ ଯେମିତି ନିଷ୍କଟଙ୍କ ଭାବରେ ଭୋଗିପାରେ । -ନୂଆ ଶାସନରେ ଅନେକ କିଛି ବଦଳିଲା ।ଲୋକମାନେ […]

ମୋଦି ଜୀଙ୍କୁ ଚିଠି…ମୁଁ ଏ ଦେଶର ଝିଅ କହୁଛି … Read More »