Solar Eclipse and ‘Ring of Fire’

ଆଜି ୨୦୧୯ର ଶେଷ ସୂର୍ଯ୍ୟପରାଗ । ଏହା ଏକ ବିରଳ ସୂର୍ଯ୍ୟପରାଗ । କାରଣ ଏହି ସମୟରେ ଚନେଦେର ସଂପୂର୍ଣ୍ଣ ଭାବରେ ସୂର୍ଯ୍ୟ ଆଗରେ ରହିବ । ବାହାରକୁ କେବଳ ସୂର୍ଯ୍ୟଙ୍କର ବାହାର ବଳୟ ହିଁ ଦେଖାଯିବ । ଯାହାକି ଏକ ‘ରିଙ୍ଗ ଅଫ ଫାୟାର’ ବା ଅଗ୍ନି ବଳୟ ପରି ଦେଖାଯିବ । ଜ୍ୟୋତିର୍ବିଜ୍ଞାନୀଙ୍କ ଅନିସାରେ ଏହାର ନାଁ ଆନୁଲାର ସୋଲାର ଏକଲିପ୍ସ । ସବୁଠାରୁ ବଡ଼ କଥା ହେଉଛି ଓଡ଼ିଶାରେ ମଧ୍ୟ ଏହା ଦେଖାଯିବ […]

Solar Eclipse and ‘Ring of Fire’ Read More »