PAKISTAN GETTING READY FOR WAR!
ଯୁଦ୍ଧ କରିବ ପାକିସ୍ତାନ! ପିଓକେରେ ହଲ୍ଚଲ୍ । କିଛି ବଡ଼ କରିବାର ଯୋଜନା କରୁଛି ପାକିସ୍ତାନ । କୌଣସି ବଡ଼ ଷଡ଼ଯନ୍ତ୍ର ନିହାତି ରଚୁଛି । ସାଧାରଣ ନାଗରିକଙ୍କୁ ଢାଲ କରି କରୁଛି ସେନା କ୍ୟାମ୍ପ । ପାକିସ୍ତାନ ଅଧିକୃତ କଶ୍ମୀରରେ ପୂର୍ବରୁ,୧୯୯୯ରେ ଏଭଳି ହଲଚଲ ଦେଖିବାକୁ ମିଳିଥିଲା । ନୀଲମ ଭ୍ୟାଲିରେ ଲଗାତାର ଗୁଳିବର୍ଷା ଭିତରେ ଏଲଓସିରେ ତୋପଙ୍କ ସଂଖ୍ୟା ବଢ଼ାଉଛି ପାକିସ୍ତାନ । ଗତ ୧୦ ଦିନରେ ପିଓକେରେ ତୋପ ନେଇ ପହଞ୍ଚୁଛି ସେନା […]
PAKISTAN GETTING READY FOR WAR! Read More »