NO CUTTACK DURGA PUJA THIS YEAR!

ଏଥର ହୋଇ ନ ପାରେ କଟକର ଐତିହାସିକ ଦୁର୍ଗାପୂଜା । ନା ମଣ୍ଡପ ସଜେଇ ହେବ, ନା ଗଳିରେ ଲାଗିବ ଗହଳି । ତେବେ ଏହାକୁ ନେଇ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନି । ତେବେ ଆପଣ ଏ ସଂପର୍କରେ କଣ ଭାବୁଛନ୍ତି ଆମକୁ କମେଣ୍ଟ ବକ୍ସରେ ଲେଖି ଜଣାନ୍ତୁ । କଟକ ଜିଲ୍ଲାପାଳ ସିଧାସଳଖ ନ କହିଲେ ମଧ୍ୟ ଏ ନେଇ ଇସାରା ଦେଇଛନ୍ତି । ଏଥର କୌଣସି ମଣ୍ଡପକୁ କୋରୋନା କାରଣରୁ […]

NO CUTTACK DURGA PUJA THIS YEAR! Read More »