cuttack corona

CUTTACK OVERTAKE GANJAM IN ACTIVE POSITIVE CASE

ଆକ୍ଟିଭ କୋରୋନା ଆକ୍ରାନ୍ତଙ୍କ ସଂଖ୍ଯାରେ ଗଞ୍ଜାମକୁ ପଛରେ ପକାଇଛି କଟକ । ଖୋର୍ଧା ପରେ ଏବେ ସଂକ୍ରମଣରେ ଗଞ୍ଜାମକୁ ପଛରେ ପକାଇଦେଇଛି କଟକ ଜିଲ୍ଲା । ରବିବାର ସକାଳ ସୁଦ୍ଧା କଟକେ ଆକ୍ଟିଭ କୋରୋନା ପଜିଟିଭଙ୍କ ସଂଖ୍ୟା ୧୭୩୩ ଥିବା ବେଳେ ଗଞ୍ଜାମରେ ଆକ୍ଟିଭ ପଜିଟିଭଙ୍କ ସଂଖ୍ଯା ୧୭୨୦ ରହିଛି । ସେହିପରି କଟକରେ ପଜିଟିଭଙ୍କ ସଂଖ୍ୟା୫୧୭୪ ରହିଛି । ସେପଟେ ଗତ ୩ ଦିନ ଭିତରେ କଟକ ଏସସିବି ପାଇଁ ଚିନ୍ତା ବଢିଛି । ବିଭିନ୍ନ

CUTTACK OVERTAKE GANJAM IN ACTIVE POSITIVE CASE Read More »

The Coronavirus Tally in Odisha crossed the 1000-mark

୧୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୧୦୫୪ ନୂଆ ୭୪ ପଜିଟିଭ୍ ଚିହ୍ନଟ ବୌଦ୍ଧରୁ ସର୍ବାଧିକ ୨୮ ଖୋର୍ଦ୍ଧାରେ ଜଣଙ୍କର ମୃତ୍ୟୁ ପୁଣି ରାଜ୍ୟରେ ନୂଆ ୭୪ ପଜିଟିଭ୍ ଚିହ୍ନଟ* ବୌଦ୍ଧ-୨୮,ପୁରୀ-୧୧,କଟକ-୯,ଖୋର୍ଦ୍ଧା-୭,ଗଞ୍ଜାମ-୬,ଯାଜପୁର-୬,ମାଲକାନଗିରି-୨,ବାଲେଶ୍ବର-୧,ଢେ଼ଙ୍କାନାଳ-୧,କନ୍ଧମାଳ-୧ ଏହି ଜିଲ୍ଲା ମାନଙ୍କରେ ଏତିକି ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟର ମୃତ୍ୟୁ ସଂଖ୍ୟା ୬ ରେ ପହଞ୍ଚିଛି ମୃତକ ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର ୭୦ ବର୍ଷୀୟ ବୃଦ୍ଧ … Malkangiri:2 Boudha:28 Puri (11) Cuttack (9) Khurda

The Coronavirus Tally in Odisha crossed the 1000-mark Read More »

6th COVID positive case of the State detected in Cuttack with recent travel history to Delhi

କଟକରେ ଓଡ଼ିଶାର ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ଆଜି ରାତି ୮ରୁ ୪୮ ଘଣ୍ଟା ସଟଡାଉନ ଓଡ଼ିଶାରେ ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷଷ୍ଠ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଘର କଟକରେ ହୋଇଥିବା ଜଣାପଡ଼ିଛି | ସେ ନିକଟରେ ଦିଲ୍ଲୀରୁ ଫେରିଛନ୍ତି |ଏ ନେଇ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ଜଣାଇଛନ୍ତି । ଫଳରେ ଭୁବନେଶ୍ବର ଓ ଭଦ୍ରକ ସହ କଟକରେ ଶୁକ୍ରବାର ରାତି ୮ଟାରୁ

6th COVID positive case of the State detected in Cuttack with recent travel history to Delhi Read More »

ରୋଗୀଙ୍କ ପାଇଁ ଚିନ୍ତା, ପ୍ରିତିଦିନ ୧୦ ଜଣ କରିବେ ରକ୍ତଦାନ

ରୋଗୀଙ୍କ ପାଇଁ ଚିନ୍ତା, ପ୍ରିତିଦିନ ୧୦ ଜଣ କରିବେ ରକ୍ତଦାନ ପ୍ରତିଦିନ ୧୦ ଜଣ କରିବେ ରକ୍ତଦାନ | ଚାରିଆଡେ କରୋନାକୁ ନେଇ ଲକଡାଇନ | ଏହାରି ଭିତରେ ରୋଗୀଙ୍କ ପାଇଁ ଚିନ୍ତା | କାଳେ ରକ୍ତର ଅଭାବ ହେବ, ସେଥିପାଇଁ କଟକ ରେଡ଼କ୍ରସଭବନରେ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି | ଏହି ଶିବିରରେ ରାଜ୍ୟସଭା ସାଂସଦ ସୁବାସ ସିଂ ଏବଂ କଟକର ପୂର୍ବତନ ସ୍ବାସ୍ଥ୍ୟ କମିଟି ଅଧକ୍ଷ ରଂଜନ କୁମାର ବିଶ୍ବାଳ ଯୋଗ ଦେଇଥିଲେ ।ବର୍ତ୍ତମାନ

ରୋଗୀଙ୍କ ପାଇଁ ଚିନ୍ତା, ପ୍ରିତିଦିନ ୧୦ ଜଣ କରିବେ ରକ୍ତଦାନ Read More »

କଟକ ଅଶ୍ସିନୀ ହସ୍ପିଟାଲରେ କରୋନା ମୁକାବିଲା ପାଇଁ ପ୍ରସ୍ତୁତି | Ashwini Hospital all set to be converted into a #Covid19 Hospital soon

କଟକ ଅଶ୍ସିନୀ ହସ୍ପିଟାଲରେ କରୋନା ମୁକାବିଲା ପାଇଁ ପ୍ରସ୍ତୁତି କଟକ ଅଶ୍ସିନୀ ହସ୍ପିଟାଲରେ କରୋନା ମୁକାବିଲା ପାଇଁ ପ୍ରସ୍ତୁତି | କରୋନା ଚିକିତ୍ସା ପାଇଁ ଏହି ହସ୍ପିଟାଲକୁ ବ୍ୟବହାର କରାଯିବ | ଏଥିପାଇଁ ପ୍ରଶାସନ ସହ ହାତ ମିଶାଇଛି ହସ୍ପିଟାଲ | ଏଥିପାଇଁ ସମସ୍ତେ ନିଜର ଶତ ପ୍ରତିଶତ ଦେଉଥିବା ବେଳେ ଏହା ଖୁବଶୀଘ୍ର ପ୍ରସ୍ତୁତ ହୋଇଯିବ ବୋଲି ଆଶା କରାଯାଉଛି | #Cuttack’s #Ashwini #hospital will be converted into a #Covid_19 hospital soon.

କଟକ ଅଶ୍ସିନୀ ହସ୍ପିଟାଲରେ କରୋନା ମୁକାବିଲା ପାଇଁ ପ୍ରସ୍ତୁତି | Ashwini Hospital all set to be converted into a #Covid19 Hospital soon Read More »