CUTTACK OVERTAKE GANJAM IN ACTIVE POSITIVE CASE
ଆକ୍ଟିଭ କୋରୋନା ଆକ୍ରାନ୍ତଙ୍କ ସଂଖ୍ଯାରେ ଗଞ୍ଜାମକୁ ପଛରେ ପକାଇଛି କଟକ । ଖୋର୍ଧା ପରେ ଏବେ ସଂକ୍ରମଣରେ ଗଞ୍ଜାମକୁ ପଛରେ ପକାଇଦେଇଛି କଟକ ଜିଲ୍ଲା । ରବିବାର ସକାଳ ସୁଦ୍ଧା କଟକେ ଆକ୍ଟିଭ କୋରୋନା ପଜିଟିଭଙ୍କ ସଂଖ୍ୟା ୧୭୩୩ ଥିବା ବେଳେ ଗଞ୍ଜାମରେ ଆକ୍ଟିଭ ପଜିଟିଭଙ୍କ ସଂଖ୍ଯା ୧୭୨୦ ରହିଛି । ସେହିପରି କଟକରେ ପଜିଟିଭଙ୍କ ସଂଖ୍ୟା୫୧୭୪ ରହିଛି । ସେପଟେ ଗତ ୩ ଦିନ ଭିତରେ କଟକ ଏସସିବି ପାଇଁ ଚିନ୍ତା ବଢିଛି । ବିଭିନ୍ନ […]
CUTTACK OVERTAKE GANJAM IN ACTIVE POSITIVE CASE Read More »