NOW CORONA TEST AT SCB CUTTACK

ଏସସିବି ମେଡିକାଲରେ ହେବ କରୋନା ନମୁନା ପରୀକ୍ଷା କଟକ ଏସସିବି ମେଡିକାଲରେ ହେବ କରୋନା ନମୁନା ପରୀକ୍ଷା | ଏ ନେଇ ଅନୁମତି ଦେଇଛି ICMR | ନିଷ୍ପତ୍ତି ସଂପର୍କରେ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ | ସେହିପରି ରାଜ୍ୟର ଅନ୍ୟ ୨ଟି ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ମଧ୍ୟ ନମୁନା ପରୀକ୍ଷା ସୁବିଧା ଉପଲବ୍ଧ କରିବାକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର | ଆଶା କରାଯାଉଛି ବୁର୍ଲା ଓ ଏମକେସିଜିରେ ଖୁବଶୀଘ୍ର ଏହି […]

NOW CORONA TEST AT SCB CUTTACK Read More »