There’s no evidence your pet can get sick from coronavirus
ପୋଷା ପଶୁଙ୍କଠୁ ବ୍ୟାପେନି କରୋନା ଭାଇରସ ପୋଷା ଗୃହପାଳିତ ପଶୁଙ୍କଠୁ କରୋନା ଭାଇରସ ବ୍ୟାପେ କି ? ଆପଣଙ୍କ ମନରେ ବି ଏହି ପ୍ରଶ୍ନ ନିହାତି ଆସୁଥିବ | ତେବେ ଆଦୌ ବ୍ୟସ୍ତ ହୁଅନ୍ତୁନି | କାରଣ ପୋଷା କୁକୁର କି ବିଲେଇଙ୍କଠୁ କରୋନା ସଙ୍କ୍ରମଣ ହୁଏନି | ଏ ନେଇ ସ୍ପଷ୍ଟ କରିଛି ସ୍ବାସ୍ଥ୍ୟ ମନ୍ତ୍ରାଳୟ | ଏମାନଙ୍କ ଦ୍ବାରା ଭାଇରସ ବ୍ୟାପୁଥିବାର କୌଣସି ପ୍ରମାଣ ଏ ପର୍ଯନ୍ତ ମିଳିନାହିଁ | ତେଣୁ ଗୃହପାଳିତ ପଶୁଙ୍କଠୁ […]
There’s no evidence your pet can get sick from coronavirus Read More »