CORONA-SCB-UPDATE

ଓଡ଼ିଶାରେ କରୋନା ଭାଇରସ ଅପଡେଟ୍  ରାଜ୍ୟରେ ପୁଣି ଆଉ ଜଣେ କରୋନା ସନ୍ଦିଗ୍ଧ | ଚୀନ୍ ଫେରନ୍ତା ଓଡ଼ିଆଙ୍କ ଉପରେ ଏବେ ସତର୍କ ଦୃଷ୍ଟି ରଖାଯାଉଚି | କଟକ ବଡ଼ ମେଡିକାଲରେ ପୂର୍ବରୁ ଭର୍ତ୍ତି ହୋଇଥିବା ଫୁଲବାଣୀର ଡ଼ାକ୍ତରୀ ଛାତ୍ରଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି । ସେପଟେ ନୀରିକ୍ଷଣରେ ଥିବା ଆଉ ଜଣେ ଯୁବତୀଙ୍କ ରିପୋର୍ଟ ପୁନେରୁ ତିନି ଦିନ ମଧ୍ୟରେ ଆସିବ । ମୋଟ ୭ ଜଣ ସନ୍ଦିଗ୍ଧଙ୍କ ମଧ୍ୟରୁ ୬ ଜଣ ସୁସ୍ଥ […]

CORONA-SCB-UPDATE Read More »