BudgetSession2020

Here is what has become cheaper & costlier

ବଜେଟ ପରେ କଣ ହେବ ମହଙ୍ଗା? ଷ୍ଟେସନାରୀ ସାମଗ୍ରୀ , ପେଟ୍ରୋଲ-ଡିଜେଲ, କାଜୁ, ଅଟୋ ପାର୍ଟସ, ସିନ୍ଥେଟିକ୍ ରବର, ପିଭିସି ଓ ଟାଇଲ୍ସ , ସୁନା ଗହଣା,ଏସି, ଅପଟିକାଲ ଫାଇବର, ସାଉଣ୍ଡ, ଷ୍ଟେନଲେସ ଉତ୍ପାଦ, ଭିଡ଼ିଓ ରେକର୍ଡ଼ର, ସିସିଟିଭି , ଗାଡ଼ିର ହର୍ଣ୍ଣ,  ସିଗାରେଟ୍,ବଟର ଘିଅ, ବଟର ତେଲ, ଖାଇବା ତେଲ, ପନିର ବଟର,ଆମଦାନୀ ହେଉଥିବା ମେଡିକାଲ ଉପକରଣ ମହଙ୍ଗା ହେବ। ଲ୍ୟାମ୍ପ ଓ ବିମ୍ ଲାଇଟ, ମୋଟର ଯାନରେ ବ୍ୟବହୃତ ତାଲା,ଜୋତା,ତମ୍ବାଖୁ ଉତ୍ପାଦ,ଷ୍ଟିଲ,ବିଦେଶୀ ଫର୍ଣ୍ଣିଚର ମଧ୍ୟ […]

Here is what has become cheaper & costlier Read More »

NEW INCOME TAX SLABS

୨୦୨୦ ବଜେଟରେ ଟ୍ୟାକ୍ସ ସ୍ଲାବରେ ବଡ଼ ପରିବର୍ତ୍ତନ । 5 ଲକ୍ଷ ଟଙ୍କା ବାର୍ଷିକ ଆୟ ପର୍ଯ୍ୟନ୍ତ କୌଣସି ଟ୍ୟାକ୍ସ ଦେବାକୁ ପଡ଼ିବନି ସେହିପରି ୫ରୁ ସାଢେ 7 ଲକ୍ଷ ପର୍ଯ୍ୟନ୍ତ 10 ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡ଼ିବ 7.5ରୁ 10 ଲକ୍ଷ ମଧ୍ୟରେ ବାର୍ଷିକ ଆୟ ଥିଲେ ଆପଣଙ୍କୁ ଦେବାକୁ ହେବ 15 ପ୍ରତିଶତ ଟ୍ୟାକ୍ସ 10 ଲକ୍ଷରୁ 12.5 ଲକ୍ଷ ଆୟ ଉପରେ ଏବେ ଲାଗିବ 20 ପ୍ରତିଶତ ଟ୍ୟାକ୍ସ 12.5ରୁ 15 ମଧ୍ୟରେ

NEW INCOME TAX SLABS Read More »