bird flu

BIRD FLU DETECTED IN BHUBANESWAR

ଭୁବନେଶ୍ବରରେ କୁକୁଡ଼ା ମରା ଭୁବନେଶ୍ବରରେ ବାର୍ଡ ଫ୍ଲୁ ଆତଙ୍କ | ଆଜିଠୁ ଓୟୁଏଟିରେ କୁକୁଡ଼ା ମରା ଅଭିଯାନ | କୁକୁଡ଼ା ମାରିବାକୁ ୧୨ଟି ରାପିଡ୍‌ ରେସ୍‌ପନ୍ସ ଟିମ୍‌ ନିୟୋଜିତ ହୋଇଛନ୍ତି | ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟରେ ଥିବା କୁକୁଡ଼ା ଗବେଷଣା କେନ୍ଦ୍ରରେ ବାର୍ଡ ଫ୍ଲୁ ଆତଙ୍କ | ଲଗାତାର ତିନି ଦିନ ହେବ ଫାର୍ମରେ କୁକୁଡ଼ା‌ ମରୁଥିବା ଜଣାପଡ଼ିଥିଲା | ଯାହାକୁ ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଓୟୁଏଟିରୁ ୧ […]

BIRD FLU DETECTED IN BHUBANESWAR Read More »

NO AVIANS WALK AT NANDANKANAN FROM JANUARY 28

ନନ୍ଦନକାନନର ପକ୍ଷୀ ବିହାର ବନ୍ଦ ଭୁବନେଶ୍ବରରେ ବାର୍ଡ ଫ୍ଲୁ ଆତଙ୍କ । ୨୮ ତାରିଖରୁ ନନ୍ଦନକାନନର ପକ୍ଷୀ ବିହାର ବନ୍ଦ । ଏ ସଂପର୍କରେ ସୂଚନା ଦେଇଛନ୍ତି ପ୍ରାଣୀଉଦ୍ୟାନ । ତେବେ ନନ୍ଦନକାନନର କେବଳ ପକ୍ଷୀ ବିହାର ବନ୍ଦ ହେବ । କିନ୍ତୁ ନନ୍ଦନକାନନ ବନ୍ଦ ହେବ ନାହିଁ ବୋଲି ନନ୍ଦନକାନନର ଉପନିର୍ଦ୍ଦେଶକ ସ୍ପଷ୍ଟ କରିଛନ୍ତି। ପରବର୍ତ୍ତୀ ଆଦେଶ ନ ମିଳିବା ପର୍ଯ୍ୟନ୍ତ ବନ୍ଦ ରହିବ ପକ୍ଷୀ ବିହାର । ନନ୍ଦନକାନନକୁ ଆସୁଥିବା ପର୍ଯ୍ୟଟକ ପକ୍ଷୀଙ୍କ ସଂସ୍ପର୍ଶରେ

NO AVIANS WALK AT NANDANKANAN FROM JANUARY 28 Read More »