BHUBANESWAR PATIA BIG BAZAR SEALED
ପଟିଆ ବିଗ୍ ବଜାର ସିଲ୍ ଏହିସବୁ କାରଣରୁ ସିଲ୍ ହେଲା ବିଗ୍ ବଜାର #ପାର୍କିଂ ସମସ୍ୟା, ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବାରୁ #ବିଡିଏ ଗାଇଡଲାଇନର ଉଲ୍ଲଂଘନ କରାଯାଇ ନିର୍ମାଣ #ବିଏମସି କମିସନର ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସିଲ୍ #ପରିମଳ, ଅଗ୍ନି ନିର୍ବାପକ ବ୍ୟବସ୍ଥା ଓ ପାର୍କିଂ ସମସ୍ୟାକୁ ନେଇ ବିଏମସିର କାର୍ଯ୍ୟାନୁଷ୍ଠାନ | ପାର୍କିଂ ପାଇଁ ଜାଗା ନ ଥିବାରୁ ଟ୍ରାଫିକ ଜାମ୍ | ମଲ୍ ଚାଲୁଥିବା କୋଠାର ମାଲିକ ଜୀତେନ୍ଦ୍ର ପ୍ରସାଦ ସିଂଙ୍କୁ […]
BHUBANESWAR PATIA BIG BAZAR SEALED Read More »