BIRD FLU DETECTED IN BHUBANESWAR
ଭୁବନେଶ୍ବରରେ କୁକୁଡ଼ା ମରା ଭୁବନେଶ୍ବରରେ ବାର୍ଡ ଫ୍ଲୁ ଆତଙ୍କ | ଆଜିଠୁ ଓୟୁଏଟିରେ କୁକୁଡ଼ା ମରା ଅଭିଯାନ | କୁକୁଡ଼ା ମାରିବାକୁ ୧୨ଟି ରାପିଡ୍ ରେସ୍ପନ୍ସ ଟିମ୍ ନିୟୋଜିତ ହୋଇଛନ୍ତି | ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟରେ ଥିବା କୁକୁଡ଼ା ଗବେଷଣା କେନ୍ଦ୍ରରେ ବାର୍ଡ ଫ୍ଲୁ ଆତଙ୍କ | ଲଗାତାର ତିନି ଦିନ ହେବ ଫାର୍ମରେ କୁକୁଡ଼ା ମରୁଥିବା ଜଣାପଡ଼ିଥିଲା | ଯାହାକୁ ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଓୟୁଏଟିରୁ ୧ […]
BIRD FLU DETECTED IN BHUBANESWAR Read More »