Kushal Punjabi No More…
ଗ୍ଲାମରସ ଲାଇଫ୍ ଷ୍ଟାଇଲ… ଅଭିନେତା, ତ୍ୟାନସର..ଛୋଟ ପରଦାରେ ବଡ଼ ନାଁ । ଫିଲ୍ମ ମଧ୍ୟ କରିଛନ୍ତି। ସବୁବେଳେ ରହୁଥିଲେ ଚର୍ଚ୍ଚାରେ । । ଯେ, ସେ ନିଜ ଜୀବନ, ନିଜେ ନେଇଗଲେ । ଘରେ ସେ ପଙ୍ଖାରେ ରଶି ଦେଇ ଆତ୍ମହତ୍ୟା କରିଛନ୍ତି । ଆପଣ ଜାଣିସାରିବେଣି ଆମେ କହୁଛୁ, କୁଶଲ ପଞ୍ଜାବୀଙ୍କ କଥା। ମାତ୍ର ୩୬ ବର୍ଷରେ ଆତ୍ମହତ୍ୟାକୁ ନେଇ ସ୍ତବ୍ଧ ସିନେଜଗତ । ମୃତଦେହ ନିକଟରୁ ଜବତ୍ ହୋଇଥିଲା ଦେଢ଼ ପେଜର ସୁଇସାଇଡ୍ ନୋଟ୍… […]
Kushal Punjabi No More… Read More »