aswini hospital

Aswini Hospital Cuttack Started Treatment of Corona +Ve Patients

ଅଶ୍ବିନୀ ହସ୍ପିଟାଲରେ ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି ଡାକ୍ତର କରୋନା ପାଇଁ ଲଢୁଛନ୍ତି ଡାକ୍ତର | ଆମ ପାଇଁ, ଆକ୍ରାନ୍ତଙ୍କୁ ଭଲ କରିବା ପାଇଁ | ଯୁଦ୍ଧକାଳୀନ ଭିତ୍ତିରେ କଟକ ଅଶ୍ବିନୀ ହସ୍ପିଟାଲରେ ନିର୍ମିତ କୋଭିଡ୍ ୧୯ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି । ବର୍ତ୍ତମାନ କଟକର ଏହି ହସ୍ପିଟାଲରେ ୧୫୦ ବେଡ ରହିଛି | ଏବେ ୬ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଆରମ୍ଭ ହୋଇଯାଇଛି। କଟକ, ପୁରୀ ଓ ଯାଜପୁରରୁ ଚିହ୍ନଟ ହୋଇଥିବା ଜଣେ ଲେଖାଏଁ […]

Aswini Hospital Cuttack Started Treatment of Corona +Ve Patients Read More »

କଟକ ଅଶ୍ସିନୀ ହସ୍ପିଟାଲରେ କରୋନା ମୁକାବିଲା ପାଇଁ ପ୍ରସ୍ତୁତି | Ashwini Hospital all set to be converted into a #Covid19 Hospital soon

କଟକ ଅଶ୍ସିନୀ ହସ୍ପିଟାଲରେ କରୋନା ମୁକାବିଲା ପାଇଁ ପ୍ରସ୍ତୁତି କଟକ ଅଶ୍ସିନୀ ହସ୍ପିଟାଲରେ କରୋନା ମୁକାବିଲା ପାଇଁ ପ୍ରସ୍ତୁତି | କରୋନା ଚିକିତ୍ସା ପାଇଁ ଏହି ହସ୍ପିଟାଲକୁ ବ୍ୟବହାର କରାଯିବ | ଏଥିପାଇଁ ପ୍ରଶାସନ ସହ ହାତ ମିଶାଇଛି ହସ୍ପିଟାଲ | ଏଥିପାଇଁ ସମସ୍ତେ ନିଜର ଶତ ପ୍ରତିଶତ ଦେଉଥିବା ବେଳେ ଏହା ଖୁବଶୀଘ୍ର ପ୍ରସ୍ତୁତ ହୋଇଯିବ ବୋଲି ଆଶା କରାଯାଉଛି | #Cuttack’s #Ashwini #hospital will be converted into a #Covid_19 hospital soon.

କଟକ ଅଶ୍ସିନୀ ହସ୍ପିଟାଲରେ କରୋନା ମୁକାବିଲା ପାଇଁ ପ୍ରସ୍ତୁତି | Ashwini Hospital all set to be converted into a #Covid19 Hospital soon Read More »