A fire has broken out at AIIMS’ Cardio-Thoracic Sciences Centre.
ଏମ୍ସରେ ଅଗ୍ନିକାଣ୍ଡ ଦିଲ୍ଳୀସ୍ଥିତ ଏମ୍ସରେ ଅଗ୍ନିକାଣ୍ଡ । ହସ୍ପିଟାଲ୍ର କାର୍ଡିଓ ସାଇନ୍ସ ସେଣ୍ଟରରେ ଏହି ଅଗ୍ନିକାଣ୍ଡ ଘଟିଛି | କେହି ମୃତାହତ ହୋଇନାହାନ୍ତି। ଏମ୍ସରେ ନିଆଁ ଲାଗିଥିବା ଖବର ମିଳିବା ପରେ ଘଟଣାସ୍ଥଳରେ ୧୦ଟି ଦମକଳ ଗାଡ଼ି ପହଞ୍ଚି ନିଆଁ ଆୟତ୍ତ କରିବାକୁ ଚେଷ୍ଟ। କରିଥିଲା| ପୂର୍ବରୁ ଗତ ଅଗଷ୍ଟ ମାସରେ ଏମ୍ସରେ ନିଆଁ ଲାଗିଥିଲା।
A fire has broken out at AIIMS’ Cardio-Thoracic Sciences Centre. Read More »