Site icon Explore Times

Here is what has become cheaper & costlier

ବଜେଟ ପରେ କଣ ହେବ ମହଙ୍ଗା?

ଷ୍ଟେସନାରୀ ସାମଗ୍ରୀ , ପେଟ୍ରୋଲ-ଡିଜେଲ, କାଜୁ, ଅଟୋ ପାର୍ଟସ, ସିନ୍ଥେଟିକ୍ ରବର, ପିଭିସି ଓ ଟାଇଲ୍ସ , ସୁନା ଗହଣା,ଏସି, ଅପଟିକାଲ ଫାଇବର, ସାଉଣ୍ଡ, ଷ୍ଟେନଲେସ ଉତ୍ପାଦ, ଭିଡ଼ିଓ ରେକର୍ଡ଼ର, ସିସିଟିଭି , ଗାଡ଼ିର ହର୍ଣ୍ଣ,  ସିଗାରେଟ୍,ବଟର ଘିଅ, ବଟର ତେଲ, ଖାଇବା ତେଲ, ପନିର ବଟର,ଆମଦାନୀ ହେଉଥିବା ମେଡିକାଲ ଉପକରଣ ମହଙ୍ଗା ହେବ। ଲ୍ୟାମ୍ପ ଓ ବିମ୍ ଲାଇଟ, ମୋଟର ଯାନରେ ବ୍ୟବହୃତ ତାଲା,ଜୋତା,ତମ୍ବାଖୁ ଉତ୍ପାଦ,ଷ୍ଟିଲ,ବିଦେଶୀ ଫର୍ଣ୍ଣିଚର ମଧ୍ୟ ମହଙ୍ଗା ହୋଇପାରେ |

ବଜେଟ ପରେ କଣ ହେବ ଶସ୍ତା?

ବଜେଟ ପରେ ବିଦ୍ୟୁତଚାଳିତ କାର, ଗୃହ ଋଣ, ତୈଳ, ସାମ୍ପୁ, ଟୁଥପେଷ୍ଟ, ଡିଟରଜେଣ୍ଟ, ବିଜୁଳିଚାଳିତ ଘରୋଇ ସାମଗ୍ରୀ,ପଙ୍ଖା, ସାନିଟାରୀ ଉପକରଣ, ବ୍ରିଫ କେସ୍, ବ୍ୟାଗ, ବୋତଲ, କଣ୍ଟେନର,ଚଷମା ଫ୍ରେମ, ଗଦି, ବାଉଁଶର ଫର୍ଣ୍ଣିଚର, ସୁଖିଲା ନଡ଼ିଆ, ଧୂପକାଠୀ, ପାସ୍ତା, ସାନିଟାରୀ ନ୍ୟାପକିନ,ଚକଲେଟ୍, କଷ୍ଟର୍ଡ ପାଉଡର, ଲାଇଟର, ଗ୍ଲାସଓ୍ଵେୟର, ପଟ୍,ଛାପାକାଗଜ, ଆଲକହଲ ପାନୀୟ,କ୍ରୀଡ଼ା ସାମଗ୍ରୀ, ଅଶୋଧିତ ଚିନି କୁକର ଚୁଲା ଓ ପ୍ରିଣ୍ଟର ଶସ୍ତା ହେବ।

Exit mobile version