All eyes will be on 21 counting centres across Delhi where postal ballots and electronic voting machines (EVMs) will be opened and votes tallied on February 11 to declare the winners of the 70 Assembly constituencies of the national capital.
ଆସନ୍ତାକାଲି ଆସିବ ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ | ଏଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି | ଏକଜିଟ ପୋଲ ଅନୁସାରେ ଦିଲ୍ଲୀରେ ଆପ ପୁଣି କ୍ଷମତାକୁ ଫେରବ | ତେବେ ବିଜେପି ପକ୍ଷରୁ ଏକଜିଟ ପୋଲର ଆକଳନ ଭୁଲ ସାବ୍ୟସ୍ତ ହେବ ବୋଲି କହିଛି | ସକାଳ ୮ଟାରେ ମତଗଣନା ଆରମ୍ଭ କରାଯିବ | ପ୍ରଥମେ ପୋଷ୍ଟାଲ ବ୍ୟାଲେଟ ଓ ସକାଳ ୯ଟାରୁ ୭୦ଟି ଆସନ ପାଇଁ ଆରମ୍ଭ ହେବ ମତଗଣନା | ୨୭ଟି ମତଗଣନା କେନ୍ଦ୍ରରେ ଗଣନା ହେବା|