DD to Re Telecast Ramayan, Mahabharat,Circus,Byomkesh Bakshi again, Know the Timings

ଜାଣନ୍ତୁ ପ୍ରସାରଣ ସମୟ

ଆଜିଠୁ ପୁଣି ପ୍ରସାରଣ ହେବ ଦୁରଦର୍ଶନର ଲୋକପ୍ରିୟ ଧାରାବାହିକ | ଆମେ ପୁଣି ଫେରିଯିବା ସେହି ସ୍ବର୍ଣ୍ଣିମ ସମୟ ଆଉ ପିଲାଦିନକୁ | ତେବେ କେଉଁ ସମୟରେ ଆପଣଙ୍କର କେଉଁ ଧାରାବାହିକ ଦେବ ସମୟ ଜାଣିରଖନ୍ତୁ | ଘରେ ରୁହନ୍ତୁ ଆଉ ଏହି ଧାରାବାହିକକୁ ପୁଣି ଦେଖନ୍ତୁ | ୩୦ ବର୍ଷ ପରେ ପୁଣି ପ୍ରସାରିତ ହେଉଛି ରାମାନନ୍ଦ ସାଗରଙ୍କ ରାମାୟଣ |

#ସକାଳ ୯ଟା ଓ ରାତି ୯ଟାରେ ପ୍ରସାରିକ ହେବ ରାମାୟଣ ‍‌‍‌‍‌(୧ ଘଣ୍ଟା)

#ଦିନକୁ ରାମାୟଣର ଦୁଇଟି ଏପିସୋଡ ଦେଖିପାରିବେ

#ଦିନ ୧୧ଟାରେ ପ୍ରସାରିତ ହେବ ଡିଟେକ୍ଟିଭ ସିରିଜ୍ ବ୍ୟୋମକେଶ ବକ୍ସି

#ମହାଭାରତ ଦିନ୧୨ଟା ଓ ରାତି ୭ଟାରେ ପ୍ରସାରଣ କରାଯିବ ଦୁରଦର୍ଶନରେ

#ଶାହରୁଖଙ୍କ ସର୍କସ୍ ସିରିଏଲ ଡିଡି ଭାରତୀରେ ସଂଧ୍ୟା ୮ଟାରେ ଦେଖିପାରିବେ 

Leave a Comment

Your email address will not be published. Required fields are marked *