Sports

PRAGYAN OJHA ANNOUNCES RETIRMENT FORM ALL FORMS OF CRICKET

ଆନ୍ତର୍ଜାତିକ କ୍ରିକେଟରୁ ଅବସର ନେଲେ ପ୍ରଜ୍ଞାନ ଓଝା ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା ଆନ୍ତର୍ଜାତିକ କ୍ରିକେଟରୁ ଅବସର ନେଇଛନ୍ତି। ଏ ସଂପର୍କରେ ସେ ଟ୍ଵିଟ କରି ଘୋଷଣା କରିଛନ୍ତି । ଯେଉଁଥିରେ ସେ ବିସିସିଆଇ, ହାଇଦ୍ରାବାଦ କ୍ରିକେଟ ଆସୋସିଏସନ, ବେଙ୍ଗଲ କ୍ରିକେଟ୍‌ ଆସୋସିଏସନ, ସାଥୀ ଖେଳାଳିଙ୍କୁ କୃତଜ୍ଞତା ଜଣାଇଛନ୍ତି । ତେବେ ଆଗାମୀ ଦିନରେ କ୍ରିକେଟର ଉନ୍ନତି ପାଇଁ ସେ କାମ କରିବେ ବୋଲି କହିଛନ୍ତି । ୨୮ ଜୁନ ୨୦୦୮ରେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ କ୍ୟାରିୟର

PRAGYAN OJHA ANNOUNCES RETIRMENT FORM ALL FORMS OF CRICKET Read More »

THREE IN A ROW FOR ODISHA

ଗ୍ରୁପର ଶୀର୍ଷରେ ଓଡ଼ିଶା ରଣଜୀରେ ଓଡ଼ିଶାର ଦମଦାର ପ୍ରଦର୍ଶନ । ଲଗାତାର ତୃତୀୟ ବିଜୟ ସହ ଗ୍ରୁପ-ସିର ଶୀର୍ଷରେ ଓଡ଼ିଶା । ତିନିଟି ମ୍ୟାଚରୁ ୩ଟି ବିଜୟ ସହ ଓଡ଼ିଶା ଖାତାରେ ୨୧ ପଏଣ୍ଟ ରହିଛି । ଉତ୍ତରାଖଣ୍ଡକୁ ୧୦ ୱିକେଟରେ ହରାଇଛି ଟିମ୍‌ ଓଡ଼ିଶା । ଏହି ବିଜୟ ସହ ଓଡ଼ିଶାକୁ ୭ ପଏଣ୍ଟ ମିଳିଛି । ଶତକୀୟ ପାଳି ପାଇଁ ଶାନ୍ତନୁ ମିଶ୍ରଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ମିଳିଛି ।

THREE IN A ROW FOR ODISHA Read More »

Offline Ticket From 16 December

ଭାରତ-ଇଣ୍ଡିଜ ଦିନିକିଆ ମ୍ୟାଚ ପାଇଁ ୧୬ରୁ ଆରମ୍ଭ ହେବ ଅଫ୍ ଲାଇନ୍ ଟିକେଟ। ଟିକେଟ୍ ପାଇଁ ପ୍ରବଳ ଆଗ୍ରହକୁ ନଜରରେ ରଖି ଖୋଲାଯିବ ୧୨ ଟିକେଟ୍ କାଉଣ୍ଟର । ଡିସେମ୍ବର ୧୬ ଓ ୧୭ରେ ଅନୁମୋଦିତ ସଂସ୍ଥା, ସ୍କୁଲ ଓ କ୍ଲବ୍‌କୁ ଦିଆଯିବ ଦିନିକିଆ ମ୍ୟାଚ୍‌ ପାଇଁ ଟିକେଟ। ୧୯ ଓ ୨୦ରେ ବାରବାଟୀ ଷ୍ଟାଡିୟମ କାଉଣ୍ଟରରେ ଏହି ଟିକଟ ମିଳିଵ। ପ୍ରତି ଗ୍ୟାଲେରୀରେ ଦର୍ଶକ ପାଇଁ ରହିବ ହେଲ୍ପ ଡେସ୍କ । ଏ ନେଇ ସୂଚନା

Offline Ticket From 16 December Read More »