ODISHA CORONA

Aswini Hospital Cuttack Started Treatment of Corona +Ve Patients

ଅଶ୍ବିନୀ ହସ୍ପିଟାଲରେ ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି ଡାକ୍ତର କରୋନା ପାଇଁ ଲଢୁଛନ୍ତି ଡାକ୍ତର | ଆମ ପାଇଁ, ଆକ୍ରାନ୍ତଙ୍କୁ ଭଲ କରିବା ପାଇଁ | ଯୁଦ୍ଧକାଳୀନ ଭିତ୍ତିରେ କଟକ ଅଶ୍ବିନୀ ହସ୍ପିଟାଲରେ ନିର୍ମିତ କୋଭିଡ୍ ୧୯ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି । ବର୍ତ୍ତମାନ କଟକର ଏହି ହସ୍ପିଟାଲରେ ୧୫୦ ବେଡ ରହିଛି | ଏବେ ୬ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଆରମ୍ଭ ହୋଇଯାଇଛି। କଟକ, ପୁରୀ ଓ ଯାଜପୁରରୁ ଚିହ୍ନଟ ହୋଇଥିବା ଜଣେ ଲେଖାଏଁ

Aswini Hospital Cuttack Started Treatment of Corona +Ve Patients Read More »

6th COVID positive case of the State detected in Cuttack with recent travel history to Delhi

କଟକରେ ଓଡ଼ିଶାର ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ଆଜି ରାତି ୮ରୁ ୪୮ ଘଣ୍ଟା ସଟଡାଉନ ଓଡ଼ିଶାରେ ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷଷ୍ଠ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଘର କଟକରେ ହୋଇଥିବା ଜଣାପଡ଼ିଛି | ସେ ନିକଟରେ ଦିଲ୍ଲୀରୁ ଫେରିଛନ୍ତି |ଏ ନେଇ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ଜଣାଇଛନ୍ତି । ଫଳରେ ଭୁବନେଶ୍ବର ଓ ଭଦ୍ରକ ସହ କଟକରେ ଶୁକ୍ରବାର ରାତି ୮ଟାରୁ

6th COVID positive case of the State detected in Cuttack with recent travel history to Delhi Read More »

Second COVID-19 Patient Discharged From AIIMS

ସୁସ୍ଥ ହେଲେ ରାଜ୍ୟର ଦ୍ବିତୀୟ କରୋନା ଆକ୍ରାନ୍ତ ଓଡ଼ିଶା ଦିବସରେ ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର ଓଡ଼ିଶା ଦିବସରେ ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର | ସୁସ୍ଥ ହୋଇ ଘରକୁ ଫେରିଲେ ଦ୍ବିତୀୟ କରୋନା ଆକ୍ରାନ୍ତ | ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ଏ କଥା ଜଣାଇଛି | ଯୁବକ ଜଣଙ୍କ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କୁ ହସ୍ପିଟାଲରୁ ଘରକୁ ଯିବାକୁ କୁହାଯାଇଛି | ବ୍ରିଟେନରୁ ଫେରିଥିବା ଭୁବନେଶ୍ବରର

Second COVID-19 Patient Discharged From AIIMS Read More »

NOW CORONA TEST AT SCB CUTTACK

ଏସସିବି ମେଡିକାଲରେ ହେବ କରୋନା ନମୁନା ପରୀକ୍ଷା କଟକ ଏସସିବି ମେଡିକାଲରେ ହେବ କରୋନା ନମୁନା ପରୀକ୍ଷା | ଏ ନେଇ ଅନୁମତି ଦେଇଛି ICMR | ନିଷ୍ପତ୍ତି ସଂପର୍କରେ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ | ସେହିପରି ରାଜ୍ୟର ଅନ୍ୟ ୨ଟି ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ମଧ୍ୟ ନମୁନା ପରୀକ୍ଷା ସୁବିଧା ଉପଲବ୍ଧ କରିବାକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର | ଆଶା କରାଯାଉଛି ବୁର୍ଲା ଓ ଏମକେସିଜିରେ ଖୁବଶୀଘ୍ର ଏହି

NOW CORONA TEST AT SCB CUTTACK Read More »

ରୋଗୀଙ୍କ ପାଇଁ ଚିନ୍ତା, ପ୍ରିତିଦିନ ୧୦ ଜଣ କରିବେ ରକ୍ତଦାନ

ରୋଗୀଙ୍କ ପାଇଁ ଚିନ୍ତା, ପ୍ରିତିଦିନ ୧୦ ଜଣ କରିବେ ରକ୍ତଦାନ ପ୍ରତିଦିନ ୧୦ ଜଣ କରିବେ ରକ୍ତଦାନ | ଚାରିଆଡେ କରୋନାକୁ ନେଇ ଲକଡାଇନ | ଏହାରି ଭିତରେ ରୋଗୀଙ୍କ ପାଇଁ ଚିନ୍ତା | କାଳେ ରକ୍ତର ଅଭାବ ହେବ, ସେଥିପାଇଁ କଟକ ରେଡ଼କ୍ରସଭବନରେ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି | ଏହି ଶିବିରରେ ରାଜ୍ୟସଭା ସାଂସଦ ସୁବାସ ସିଂ ଏବଂ କଟକର ପୂର୍ବତନ ସ୍ବାସ୍ଥ୍ୟ କମିଟି ଅଧକ୍ଷ ରଂଜନ କୁମାର ବିଶ୍ବାଳ ଯୋଗ ଦେଇଥିଲେ ।ବର୍ତ୍ତମାନ

ରୋଗୀଙ୍କ ପାଇଁ ଚିନ୍ତା, ପ୍ରିତିଦିନ ୧୦ ଜଣ କରିବେ ରକ୍ତଦାନ Read More »