News

Naveen Patnaik Claps For #COVID19 Fighters

ଥାଳି ଓ ତାଳି ବଜାଇ ସମର୍ଥନ ଜଣାଇଲେ ନବୀନ କରୋନା ପାଇଁ ଲଢୁଥିବା ହିରୋଙ୍କୁ ସଲାମ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଳି ଓ ଘଣ୍ଟ ବଜାଇ କରୋନା ବିପକ୍ଷରେ ଲଢୁଥିବା ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇଛନ୍ତି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଣ୍ଟ ଓ ଥାଳି ବଜାଇ ଡାକ୍ତର, ପୋଲିସ,ମିଡିଆ,ସଫେଇ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି | କରୋନା ମୁକାବିଲା ପାଇଁ ସାରା ଦେଶରେ ଜନତା କର୍ଫ୍ୟୁ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଆହ୍ବାନ ଦେଇଥିଲେ | ସନ୍ଧ୍ୟା […]

Naveen Patnaik Claps For #COVID19 Fighters Read More »

Devotees to fill self-declaration form for darshan in Puri

ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାକୁ ପୁରୀ ଆସୁଥିଲେ… ଶ୍ରୀମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ନିର୍ଦ୍ଧିଷ୍ଟ ଫର୍ମ ପୂରଣ ବାଧ୍ୟତାମୂଳକ କରୋନା ପାଇଁ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ଅନୁଯାୟୀ ଦର୍ଶନାର୍ଥୀଙ୍କ ପରିବାରର କେହି ଗତ ୧୫ ଦିନ ବିଦେଶରୁ ଫେରିନାହାନ୍ତି ବୋଲି ଘୋଷଣା କରିବାକୁ ପଡ଼ିବ ୧୫ ଦିନ ଭିତରେ ଜର, ଥଣ୍ଡା ହୋଇଥିଲେ ଜଣାଇବାକୁ ପଡ଼ିବ ଶ୍ରୀମନ୍ଦିର ବାହାରେ ହେଲ୍ପ ଡେସ୍କରେ ଫର୍ମ ଯୋଗାଇ ଦିଆଯିବ। ପୁରୀ ବସଷ୍ଟାଣ୍ଡ ଏବଂ ରେଳ ଷ୍ଟେସନରେ ବି ଫର୍ମ ମିଳିବ

Devotees to fill self-declaration form for darshan in Puri Read More »

Tourist Sites In Odisha Close Doors To Visitors

ଖଣ୍ଡଗିରି, ଉଦୟଗିରି,ଧଉଳିଗିରି,କୋଣାର୍କ ବନ୍ଦ କରୋନା ପାଇଁ ଚିନ୍ତା | ମାର୍ର୍ଚ୍ଚ ୩୧ ପର୍ଯ୍ୟନ୍ତ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ବନ୍ଦ ରହିବ | ଖଣ୍ଡଗିରି, ଉଦୟଗିରି ଓ ଧଉଳିଗିରି ଦର୍ଶକଙ୍କ ପାଇଁ ବନ୍ଦ ରହିବ| ସେହିପରି କୋଣାର୍କ ପରିଦର୍ଶନ ଉପରେ ୭ଦିନ ଯାଏ କଟକଣା ଲଗାଯାଇଛି | ଲିଙ୍ଗରାଜ ମନ୍ଦିରରେ ସେବାୟତ ଓ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ବାହାରେ ସାନିଟାଇଜର ରଖାଯିବ ।

Tourist Sites In Odisha Close Doors To Visitors Read More »

There’s no evidence your pet can get sick from coronavirus

ପୋଷା ପଶୁଙ୍କଠୁ ବ୍ୟାପେନି କରୋନା ଭାଇରସ ପୋଷା ଗୃହପାଳିତ ପଶୁଙ୍କଠୁ କରୋନା ଭାଇରସ ବ୍ୟାପେ କି ? ଆପଣଙ୍କ ମନରେ ବି ଏହି ପ୍ରଶ୍ନ ନିହାତି ଆସୁଥିବ | ତେବେ ଆଦୌ ବ୍ୟସ୍ତ ହୁଅନ୍ତୁନି | କାରଣ ପୋଷା କୁକୁର କି ବିଲେଇଙ୍କଠୁ କରୋନା ସଙ୍କ୍ରମଣ ହୁଏନି | ଏ ନେଇ ସ୍ପଷ୍ଟ କରିଛି ସ୍ବାସ୍ଥ୍ୟ ମନ୍ତ୍ରାଳୟ | ଏମାନଙ୍କ ଦ୍ବାରା ଭାଇରସ ବ୍ୟାପୁଥିବାର କୌଣସି ପ୍ରମାଣ ଏ ପର୍ଯନ୍ତ ମିଳିନାହିଁ | ତେଣୁ ଗୃହପାଳିତ ପଶୁଙ୍କଠୁ

There’s no evidence your pet can get sick from coronavirus Read More »

BHUBANESWAR PATIA BIG BAZAR SEALED

ପଟିଆ ବିଗ୍ ବଜାର ସିଲ୍ ଏହିସବୁ କାରଣରୁ ସିଲ୍ ହେଲା ବିଗ୍ ବଜାର #ପାର୍କିଂ ସମସ୍ୟା, ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବାରୁ #ବିଡିଏ ଗାଇଡଲାଇନର ଉଲ୍ଲଂଘନ କରାଯାଇ ନିର୍ମାଣ #ବିଏମସି କମିସନର ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସିଲ୍ #ପରିମଳ, ଅଗ୍ନି ନିର୍ବାପକ ବ୍ୟବସ୍ଥା ଓ ପାର୍କିଂ ସମସ୍ୟାକୁ ନେଇ ବିଏମସିର କାର୍ଯ୍ୟାନୁଷ୍ଠାନ | ପାର୍କିଂ ପାଇଁ ଜାଗା ନ ଥିବାରୁ ଟ୍ରାଫିକ ଜାମ୍ | ମଲ୍ ଚାଲୁଥିବା କୋଠାର ମାଲିକ ଜୀତେନ୍ଦ୍ର ପ୍ରସାଦ ସିଂଙ୍କୁ

BHUBANESWAR PATIA BIG BAZAR SEALED Read More »

PRAGYAN OJHA ANNOUNCES RETIRMENT FORM ALL FORMS OF CRICKET

ଆନ୍ତର୍ଜାତିକ କ୍ରିକେଟରୁ ଅବସର ନେଲେ ପ୍ରଜ୍ଞାନ ଓଝା ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା ଆନ୍ତର୍ଜାତିକ କ୍ରିକେଟରୁ ଅବସର ନେଇଛନ୍ତି। ଏ ସଂପର୍କରେ ସେ ଟ୍ଵିଟ କରି ଘୋଷଣା କରିଛନ୍ତି । ଯେଉଁଥିରେ ସେ ବିସିସିଆଇ, ହାଇଦ୍ରାବାଦ କ୍ରିକେଟ ଆସୋସିଏସନ, ବେଙ୍ଗଲ କ୍ରିକେଟ୍‌ ଆସୋସିଏସନ, ସାଥୀ ଖେଳାଳିଙ୍କୁ କୃତଜ୍ଞତା ଜଣାଇଛନ୍ତି । ତେବେ ଆଗାମୀ ଦିନରେ କ୍ରିକେଟର ଉନ୍ନତି ପାଇଁ ସେ କାମ କରିବେ ବୋଲି କହିଛନ୍ତି । ୨୮ ଜୁନ ୨୦୦୮ରେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ କ୍ୟାରିୟର

PRAGYAN OJHA ANNOUNCES RETIRMENT FORM ALL FORMS OF CRICKET Read More »

ODISHA SAMPARK KRANTI EXPRESS LEAVES BEHIND BOGGIES

ଦୁଇ ଦୁଇ ଥର ବଗି ଛାଡ଼ି ପଳାଇଲା ଓଡ଼ିଶା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍‌  ତେବେ ଟ୍ରେନ୍‌ରେ ଆସୁଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି | ଏ ନେଇ ସୂଚନା ଦେଇଛନ୍ତି ପୂର୍ବତଟ ରେଳବାଇ ଅଧିକାରୀ | ଆଜି ସକାଳେ ଦିଲ୍ଲୀର ଆନନ୍ଦ ବିହାରରୁ ବାହାରିଥିଲା ‘ଓଡ଼ିଶା ସମ୍ପର୍କ କ୍ରାନ୍ତି’ ଏକ୍ସପ୍ରେସ୍‌ | ତେବେ ଦୁଇ ଦୁଇ ଥର ବଗି ଛାଡ଼ି ପଳାଇଥିଲା। ଟ୍ରେନ | ପ୍ରଥମେ ଆନନ୍ଦ ବିହାର ଛାଡ଼ିବା ପରେ ଏବଂ ଆଉଥରେ ହାଥରାସ୍‌ ଷ୍ଟେସନ୍‌ରେ

ODISHA SAMPARK KRANTI EXPRESS LEAVES BEHIND BOGGIES Read More »

Thomas Hanley International to develop New SCB Hospital!

Thomas Hanley International Likely to develop the New SCB Hospital. The Group has developed more than 100 World Class Hopital across the World. Thomas Hanley is an international health care design practice with over 35 years of experience delivering innovative health care facilities. We deliver the full range of design services including masterplanning, spatial planning,

Thomas Hanley International to develop New SCB Hospital! Read More »

CUTTACK EVICTION FOR SCB

କଟକରେ ମେଡିକାଲ ସମ୍ପ୍ରସାରଣ ଲାଗି ଉଚ୍ଛେଦ  ମଠ,ମନ୍ଦିର ସହ ଅନ୍ୟ ଧର୍ମାନୁଷ୍ଠାନ ଉଚ୍ଛେଦ ହେବ । ପ୍ରଥମ ପର୍ଯ୍ୟାୟରେ ତାଳଦଣ୍ଡା କେନାଲ ଚାରିପାଖରେ ଥିବା ବିଭିନ୍ନ ମଠ ଓ ମନ୍ଦିରର ଉଚ୍ଛେଦ କରାଯିବ । ସେହିପରି ସିଏମସି ଓ ଜିଲ୍ଲା ପ୍ରଶାସନର ସର୍ଭେ ଅନୁସାରେ ୫୪୫ ଘର , ୮୮ ଦୋକାନ ଘର, କଟକ ମହାନଗର ନିଗମର ୩୦ ଟି ଦୋକାନ, ଧର୍ମାନୁଷ୍ଠାନ ଓ କ୍ଲବ ୧୭ , ୧୪ ଷ୍ଟ୍ରୀଟ ଭେଣ୍ଡର ରହିଥିବା ଜଣାପଡ଼ିଛି ।

CUTTACK EVICTION FOR SCB Read More »