News

Aswini Hospital Cuttack Started Treatment of Corona +Ve Patients

ଅଶ୍ବିନୀ ହସ୍ପିଟାଲରେ ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି ଡାକ୍ତର କରୋନା ପାଇଁ ଲଢୁଛନ୍ତି ଡାକ୍ତର | ଆମ ପାଇଁ, ଆକ୍ରାନ୍ତଙ୍କୁ ଭଲ କରିବା ପାଇଁ | ଯୁଦ୍ଧକାଳୀନ ଭିତ୍ତିରେ କଟକ ଅଶ୍ବିନୀ ହସ୍ପିଟାଲରେ ନିର୍ମିତ କୋଭିଡ୍ ୧୯ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି । ବର୍ତ୍ତମାନ କଟକର ଏହି ହସ୍ପିଟାଲରେ ୧୫୦ ବେଡ ରହିଛି | ଏବେ ୬ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଆରମ୍ଭ ହୋଇଯାଇଛି। କଟକ, ପୁରୀ ଓ ଯାଜପୁରରୁ ଚିହ୍ନଟ ହୋଇଥିବା ଜଣେ ଲେଖାଏଁ

Aswini Hospital Cuttack Started Treatment of Corona +Ve Patients Read More »

“Hero to Animals Award” #PETA Award Honours #Odisha CM #NaveenPatnaik

PETA Award Honours #Odisha CM #NaveenPatnaik ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିବ “ହିରୋ ଅଫ୍‌ ଆନିମଲ” ପୁରସ୍କାର ! ଏହି ପୁରସ୍କାର ଦେବ ପେଟା ଇଣ୍ଡିଆ ! ସାରା ଦେଶରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରି ସମ୍ମାନର ହକଦାର ହୋଇଛି ଓଡ଼ିଶା ! କରୋନା ଲକ୍‌ଡାଉନ୍‌ ସମୟରେ ରାଜ୍ୟରେରେ ଥିବା ବୁଲା ପଶୁପକ୍ଷୀଙ୍କୁ ଖାଦ୍ୟ ଯୋଗାଇବା ଲାଗି ସ୍ବତନ୍ତ୍ର ବ୍ୟବୟବରାଦ କରି କେବଳ ଦେଶ ମଧ୍ୟରେ ନୁହେଁ, ସାରା ବିଶ୍ୱରେ ଉଚ୍ଚ ପ୍ରଶାଂସିତ

“Hero to Animals Award” #PETA Award Honours #Odisha CM #NaveenPatnaik Read More »

Second COVID-19 Patient Discharged From AIIMS

ସୁସ୍ଥ ହେଲେ ରାଜ୍ୟର ଦ୍ବିତୀୟ କରୋନା ଆକ୍ରାନ୍ତ ଓଡ଼ିଶା ଦିବସରେ ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର ଓଡ଼ିଶା ଦିବସରେ ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର | ସୁସ୍ଥ ହୋଇ ଘରକୁ ଫେରିଲେ ଦ୍ବିତୀୟ କରୋନା ଆକ୍ରାନ୍ତ | ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ଏ କଥା ଜଣାଇଛି | ଯୁବକ ଜଣଙ୍କ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କୁ ହସ୍ପିଟାଲରୁ ଘରକୁ ଯିବାକୁ କୁହାଯାଇଛି | ବ୍ରିଟେନରୁ ଫେରିଥିବା ଭୁବନେଶ୍ବରର

Second COVID-19 Patient Discharged From AIIMS Read More »

Sweet Shops Can Remain Open For 4 hours

୪ ଘଣ୍ଟା ଖୋଲା ରହିବ ମିଠା ଦୋକାନ ଲକଡାଉନ ସମୟରେ ବି ଖୋଲା ରହିବ ମିଠା ଦୋକାନ | ତେବେ ଦିନକୁ ମାତ୍ର ୪ ଘଣ୍ଟା | ଦିନ ୧୨ରୁ ୪ଟା ପର୍ଯ୍ୟନ୍ତ | ଏଭଳି ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗ ସରକାର | ତେବେ ଦୋକାନ ଖୋଲା ଥିବା ସମୟରେ ଦୋକାନରେ ୨ ରୁ ଅଧିକ କର୍ମଚାରୀ ରହିପାରିବେ ନାହିଁ | ସେହିପରି ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତାକୁ ରଖିବାକୁ କଡ଼ା ନିର୍ଦ୍ଦେଶ ରହିଛି । ତେବେ

Sweet Shops Can Remain Open For 4 hours Read More »

କଟକ ଅଶ୍ସିନୀ ହସ୍ପିଟାଲରେ କରୋନା ମୁକାବିଲା ପାଇଁ ପ୍ରସ୍ତୁତି | Ashwini Hospital all set to be converted into a #Covid19 Hospital soon

କଟକ ଅଶ୍ସିନୀ ହସ୍ପିଟାଲରେ କରୋନା ମୁକାବିଲା ପାଇଁ ପ୍ରସ୍ତୁତି କଟକ ଅଶ୍ସିନୀ ହସ୍ପିଟାଲରେ କରୋନା ମୁକାବିଲା ପାଇଁ ପ୍ରସ୍ତୁତି | କରୋନା ଚିକିତ୍ସା ପାଇଁ ଏହି ହସ୍ପିଟାଲକୁ ବ୍ୟବହାର କରାଯିବ | ଏଥିପାଇଁ ପ୍ରଶାସନ ସହ ହାତ ମିଶାଇଛି ହସ୍ପିଟାଲ | ଏଥିପାଇଁ ସମସ୍ତେ ନିଜର ଶତ ପ୍ରତିଶତ ଦେଉଥିବା ବେଳେ ଏହା ଖୁବଶୀଘ୍ର ପ୍ରସ୍ତୁତ ହୋଇଯିବ ବୋଲି ଆଶା କରାଯାଉଛି | #Cuttack’s #Ashwini #hospital will be converted into a #Covid_19 hospital soon.

କଟକ ଅଶ୍ସିନୀ ହସ୍ପିଟାଲରେ କରୋନା ମୁକାବିଲା ପାଇଁ ପ୍ରସ୍ତୁତି | Ashwini Hospital all set to be converted into a #Covid19 Hospital soon Read More »