News

PAKISTAN GETTING READY FOR WAR!

ଯୁଦ୍ଧ କରିବ ପାକିସ୍ତାନ! ପିଓକେରେ ହଲ୍‌ଚଲ୍‌ । କିଛି ବଡ଼ କରିବାର ଯୋଜନା କରୁଛି ପାକିସ୍ତାନ । କୌଣସି ବଡ଼ ଷଡ଼ଯନ୍ତ୍ର ନିହାତି ରଚୁଛି । ସାଧାରଣ ନାଗରିକଙ୍କୁ ଢାଲ କରି କରୁଛି ସେନା କ୍ୟାମ୍ପ । ପାକିସ୍ତାନ ଅଧିକୃତ କଶ୍ମୀରରେ ପୂର୍ବରୁ,୧୯୯୯ରେ ଏଭଳି ହଲଚଲ ଦେଖିବାକୁ ମିଳିଥିଲା । ନୀଲମ ଭ୍ୟାଲିରେ ଲଗାତାର ଗୁଳିବର୍ଷା ଭିତରେ ଏଲଓସିରେ ତୋପଙ୍କ ସଂଖ୍ୟା ବଢ଼ାଉଛି ପାକିସ୍ତାନ । ଗତ ୧୦ ଦିନରେ ପିଓକେରେ ତୋପ ନେଇ ପହଞ୍ଚୁଛି ସେନା […]

PAKISTAN GETTING READY FOR WAR! Read More »

THREE IN A ROW FOR ODISHA

ଗ୍ରୁପର ଶୀର୍ଷରେ ଓଡ଼ିଶା ରଣଜୀରେ ଓଡ଼ିଶାର ଦମଦାର ପ୍ରଦର୍ଶନ । ଲଗାତାର ତୃତୀୟ ବିଜୟ ସହ ଗ୍ରୁପ-ସିର ଶୀର୍ଷରେ ଓଡ଼ିଶା । ତିନିଟି ମ୍ୟାଚରୁ ୩ଟି ବିଜୟ ସହ ଓଡ଼ିଶା ଖାତାରେ ୨୧ ପଏଣ୍ଟ ରହିଛି । ଉତ୍ତରାଖଣ୍ଡକୁ ୧୦ ୱିକେଟରେ ହରାଇଛି ଟିମ୍‌ ଓଡ଼ିଶା । ଏହି ବିଜୟ ସହ ଓଡ଼ିଶାକୁ ୭ ପଏଣ୍ଟ ମିଳିଛି । ଶତକୀୟ ପାଳି ପାଇଁ ଶାନ୍ତନୁ ମିଶ୍ରଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ମିଳିଛି ।

THREE IN A ROW FOR ODISHA Read More »

Kushal Punjabi No More…

ଗ୍ଲାମରସ ଲାଇଫ୍ ଷ୍ଟାଇଲ… ଅଭିନେତା, ତ୍ୟାନସର..ଛୋଟ ପରଦାରେ ବଡ଼ ନାଁ । ଫିଲ୍ମ ମଧ୍ୟ କରିଛନ୍ତି। ସବୁବେଳେ ରହୁଥିଲେ ଚର୍ଚ୍ଚାରେ । । ଯେ, ସେ ନିଜ ଜୀବନ, ନିଜେ ନେଇଗଲେ । ଘରେ ସେ ପଙ୍ଖାରେ ରଶି ଦେଇ ଆତ୍ମହତ୍ୟା କରିଛନ୍ତି । ଆପଣ ଜାଣିସାରିବେଣି ଆମେ କହୁଛୁ, କୁଶଲ ପଞ୍ଜାବୀଙ୍କ କଥା। ମାତ୍ର ୩୬ ବର୍ଷରେ ଆତ୍ମହତ୍ୟାକୁ ନେଇ ସ୍ତବ୍ଧ ସିନେଜଗତ । ମୃତଦେହ ନିକଟରୁ ଜବତ୍ ହୋଇଥିଲା ଦେଢ଼ ପେଜର ସୁଇସାଇଡ୍ ନୋଟ୍…

Kushal Punjabi No More… Read More »

Solar Eclipse and ‘Ring of Fire’

ଆଜି ୨୦୧୯ର ଶେଷ ସୂର୍ଯ୍ୟପରାଗ । ଏହା ଏକ ବିରଳ ସୂର୍ଯ୍ୟପରାଗ । କାରଣ ଏହି ସମୟରେ ଚନେଦେର ସଂପୂର୍ଣ୍ଣ ଭାବରେ ସୂର୍ଯ୍ୟ ଆଗରେ ରହିବ । ବାହାରକୁ କେବଳ ସୂର୍ଯ୍ୟଙ୍କର ବାହାର ବଳୟ ହିଁ ଦେଖାଯିବ । ଯାହାକି ଏକ ‘ରିଙ୍ଗ ଅଫ ଫାୟାର’ ବା ଅଗ୍ନି ବଳୟ ପରି ଦେଖାଯିବ । ଜ୍ୟୋତିର୍ବିଜ୍ଞାନୀଙ୍କ ଅନିସାରେ ଏହାର ନାଁ ଆନୁଲାର ସୋଲାର ଏକଲିପ୍ସ । ସବୁଠାରୁ ବଡ଼ କଥା ହେଉଛି ଓଡ଼ିଶାରେ ମଧ୍ୟ ଏହା ଦେଖାଯିବ

Solar Eclipse and ‘Ring of Fire’ Read More »

TRAIN FAIR HIKE

ବଢ଼ିପାରେ ଟ୍ରେନ ଭଡ଼ା । ଚଳିତ ସପ୍ତାହରେ ଏହି ନିଷ୍ପତ୍ତି ନେଇପାରେ ଭାରତୀୟ ରେଲଓ୍ବ । କିଲୋମିଟର ପିଛା ୫ରୁ ୪୦ ପଇସା ମୂଲ୍ୟ ବଢିପାରେ ବୋଲି ଚର୍ଚ୍ଚା ହେଉଚି । ଯାତ୍ରୀ ଭଡା ବୃଦ୍ଧି ପ୍ରସ୍ତାବ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନଭେମ୍ବରରେ ମଞ୍ଜୁରି ପାଇଛି । ତେବେ ଝାଡଖଣ୍ଡ ନିର୍ବାଚନ ଯୋଗୁ ଏହାର ଘୋଷଣା ହୋଇ ନ ଥିଲା । ବର୍ତ୍ତମାନ ଅର୍ଥନୈତିକ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ରେଲଓ୍ବେ ରାଜସ୍ବ ଉପରେ ମଧ୍ୟ ଏହାର ପ୍ରଭାବ

TRAIN FAIR HIKE Read More »

Marine Drive-Eco Retreat

ଡିସେମ୍ବର ୧୪ରୁ ଜାନୁଆରୀ ୧୪ ଇକୋ-ରିଟ୍ରିଟ୍‌ । ରାନ୍‌ ଉତ୍ସବ ଢଙ୍ଗରେ ଓଡ଼ିଶାରେ ହେଉଛି ଆନ୍ତର୍ଜାତିକ କୋଷ୍ଟାଲ ଫେଷ୍ଟିଭାଲ । ଏଥିରେ ଦେଶ,ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଖେଳ, ଖାଦ୍ୟ ଓ ଆଡଭେନଚରର ପୂରା ବନ୍ଦୋବସ୍ତ କରାଯାଇଛି । ଏଠାରେ ଯଦି ଆପଣ ଗୋଟିଏ ଦିନ ରହିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ୯୦୦୦ରୁ ୨୮୦୦୦ ଟଙ୍କା ଦେବାକୁ ପଡ଼ିବ । ପାଇଁ ୯ ହଜାର ଟଙ୍କାରୁ ୨୮ ହଜାର ଟଙ୍କା ପର୍ଯ୍ୟନ୍ତ ।ଏଥିରେ ଆପଣଙ୍କୁ ଫୁଡ୍,

Marine Drive-Eco Retreat Read More »

JOB AlERT!!

Job Type:Tele Caller Salary:Rs.6,000-8,000Job Location:CuttackTiming: 9:30 To 6:30#Fixed Salary #High Incentive To Apply Call Or WhatsApp Your Name To +916372297282

JOB AlERT!! Read More »