Travel

PURI CALLING | ବଦଳିଛି ପୁରୀ ବେଳାଭୂମିର ରଙ୍ଗ

ବଦଳିଛି ପୁରୀ ବେଳାଭୂମିର ରଙ୍ଗ । ଏ ଚିତ୍ର ହିଁ କହୁଛି କେତେ ଅଧିକ ସୁନ୍ଦର ହୋଇଛି ଆମ ପୁରୀ ସମୁଦ୍ରକୂଳ । ମାତ୍ର ଆଉ କିଛିଦିନ…ଲୋକାର୍ପିତ ହେବ ପୁରୀର ନୂଆ ବେଳାଭୂମିର ରୂପ । ସେଥିପାଇଁ ତ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚ ଏବେ ଗୋ ଗୋଆ ନୁହେଁ, ପର୍ଯ୍ୟଟକଙ୍କ ପସନ୍ଦ ହେବ ପୁରୀ । ଖୁବଶୀଘ୍ର ଗୋଆକୁ ଟପିଯିବ ପୁରୀ ‘ବ୍ଲୁ ଫ୍ଲାଗ୍‌ ବିଚ୍‌’, ଏଠାରେ ଅନ୍ତର୍ଜାତୀୟ ବେଳାଭୂମିର ଅନୁଭବ ନେବେ ପର୍ଯ୍ୟଟକ ।

PURI CALLING | ବଦଳିଛି ପୁରୀ ବେଳାଭୂମିର ରଙ୍ଗ Read More »

Devotees to fill self-declaration form for darshan in Puri

ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାକୁ ପୁରୀ ଆସୁଥିଲେ… ଶ୍ରୀମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ନିର୍ଦ୍ଧିଷ୍ଟ ଫର୍ମ ପୂରଣ ବାଧ୍ୟତାମୂଳକ କରୋନା ପାଇଁ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ଅନୁଯାୟୀ ଦର୍ଶନାର୍ଥୀଙ୍କ ପରିବାରର କେହି ଗତ ୧୫ ଦିନ ବିଦେଶରୁ ଫେରିନାହାନ୍ତି ବୋଲି ଘୋଷଣା କରିବାକୁ ପଡ଼ିବ ୧୫ ଦିନ ଭିତରେ ଜର, ଥଣ୍ଡା ହୋଇଥିଲେ ଜଣାଇବାକୁ ପଡ଼ିବ ଶ୍ରୀମନ୍ଦିର ବାହାରେ ହେଲ୍ପ ଡେସ୍କରେ ଫର୍ମ ଯୋଗାଇ ଦିଆଯିବ। ପୁରୀ ବସଷ୍ଟାଣ୍ଡ ଏବଂ ରେଳ ଷ୍ଟେସନରେ ବି ଫର୍ମ ମିଳିବ

Devotees to fill self-declaration form for darshan in Puri Read More »

Tourist Sites In Odisha Close Doors To Visitors

ଖଣ୍ଡଗିରି, ଉଦୟଗିରି,ଧଉଳିଗିରି,କୋଣାର୍କ ବନ୍ଦ କରୋନା ପାଇଁ ଚିନ୍ତା | ମାର୍ର୍ଚ୍ଚ ୩୧ ପର୍ଯ୍ୟନ୍ତ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ବନ୍ଦ ରହିବ | ଖଣ୍ଡଗିରି, ଉଦୟଗିରି ଓ ଧଉଳିଗିରି ଦର୍ଶକଙ୍କ ପାଇଁ ବନ୍ଦ ରହିବ| ସେହିପରି କୋଣାର୍କ ପରିଦର୍ଶନ ଉପରେ ୭ଦିନ ଯାଏ କଟକଣା ଲଗାଯାଇଛି | ଲିଙ୍ଗରାଜ ମନ୍ଦିରରେ ସେବାୟତ ଓ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ବାହାରେ ସାନିଟାଇଜର ରଖାଯିବ ।

Tourist Sites In Odisha Close Doors To Visitors Read More »

VITS Bhubaneswar

Enjoy a hearty Christmas buffet to mark the festive season by the poolside, VITS Bhubaneswar.25th December For reservations, call +91 8093099965 #KHIL #KamatKhandan #Buffet #Christmas #NewYear #Santa #Holidays #Festival #Treats #VITSBhbaneswar Let’s welcome the New Year fever with our special Candle lit dhamaka buffet dinner near the poolside at VITS Bhubaneswar.31st December For more information, call +91 809 309

VITS Bhubaneswar Read More »

Chole Kulche Bhubaneswar

Chole Kulche near Ravi talkies, Bhubaneswar Price rs-50.00 (2 kulcha,chole,pudina chatni with onion) extra kulcha rs 25.00  you may saw this streetfood in #delhi and in north india now it is getting famous in #cuttack and #bhubaneswar as well.In cuttack you can taste this near nayasarak.Must try for kulcha lovers and a good petpuja for

Chole Kulche Bhubaneswar Read More »

Marine Drive-Eco Retreat

ଡିସେମ୍ବର ୧୪ରୁ ଜାନୁଆରୀ ୧୪ ଇକୋ-ରିଟ୍ରିଟ୍‌ । ରାନ୍‌ ଉତ୍ସବ ଢଙ୍ଗରେ ଓଡ଼ିଶାରେ ହେଉଛି ଆନ୍ତର୍ଜାତିକ କୋଷ୍ଟାଲ ଫେଷ୍ଟିଭାଲ । ଏଥିରେ ଦେଶ,ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଖେଳ, ଖାଦ୍ୟ ଓ ଆଡଭେନଚରର ପୂରା ବନ୍ଦୋବସ୍ତ କରାଯାଇଛି । ଏଠାରେ ଯଦି ଆପଣ ଗୋଟିଏ ଦିନ ରହିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ୯୦୦୦ରୁ ୨୮୦୦୦ ଟଙ୍କା ଦେବାକୁ ପଡ଼ିବ । ପାଇଁ ୯ ହଜାର ଟଙ୍କାରୁ ୨୮ ହଜାର ଟଙ୍କା ପର୍ଯ୍ୟନ୍ତ ।ଏଥିରେ ଆପଣଙ୍କୁ ଫୁଡ୍,

Marine Drive-Eco Retreat Read More »