SAHITYA SANRACHNA

APEKHYA…

ଅପେକ୍ଷା…  ଅପେକ୍ଷା ତୁମେ ଗଲା ପରେ ଫୁଟୁ ନାହିଁ ଫୁଲ ଏଇ ମନ ବଗିଚାରେ ଏମିତି ଲାଗୁଛି ଯେମିତି ନିଶ୍ବାସ ଅଟକି ଯାଇଛି ହୃଦୟର କେଉଁ ନିସ୍ତବ୍ଧ କୋଣରେ…. ତଥାପି ତୁମକୁ ଅପେକ୍ଷା କରିଛି ଜାଣିନି ଫେରିବ କେଉଁ ଋତୁରେ ଦିନ ପରେ ଦିନ ଯାଏ ମାସ ପରେ ବର୍ଷ ଯାଏ ତଥାପି ଅଛି ମୁଁ ତୁମ ଅପେକ୍ଷାରେ… ପ୍ରତାରଣା ତୁମେ କରବନି କେବେ ସାଜିବନି ପ୍ରତାରକ ଦିନେ ନା ଦିନେ ଫେରିବ ଯେ ତୁମେ ଅଛି […]

APEKHYA… Read More »

SMRUTI: BY ASHALATA NANDI

ସ୍ସ୍ମତି… ସ୍ସ୍ମତି ହୃଦୟର ଛୋଟିଆ ଝରଣା ଧିରେ ଧିରେ ଝରୁଥାଏ ହୃଦୟର ସିଏ ଚିହ୍ନା ନଈଟିଏ ଥିରିଥିରି ବହୁଥାଏ….. ଆହାକି ସୁନ୍ଦର ସ୍ପନ୍ଧନ ଗୀତିରେ କୁଳୁକୁଳୁ ନାଦତାର ତା ନାଦ ତାନରେ ମୋହିନିଏ ମନ ଆନନ୍ଦରେ ଭରେ ପ୍ରାଣ……. ସ୍ମୃତି ହୃଦୟର ରଜନୀଗନ୍ଧା ଟେ ସବୁବେଳେ ସେ ମହକୁ ଥାଏ ସେଇ ମହକରେ ଜୀବନରେ ପୁଣି ବାସ୍ନା କେତେ ଭରି ଦିଏ…….. ହୃଦୟର ଛୋଟ ବଗିଚା ଭିତରେ ସ୍ମୃତି ତ ଗୋଲାପ କଢି ଏମିତି ଫୁଲ ସେ

SMRUTI: BY ASHALATA NANDI Read More »

BERANGA PRAJAPATI | ବେରଙ୍ଗ ପ୍ରଜାପତି

ବେରଙ୍ଗ ପ୍ରଜାପତି ଅପରାହ୍ନ ସୂର୍ଯ୍ୟର ତିର୍ଯକ୍ କିରଣ ଦିଗ୍‌ବଳୟ ପ୍ରସାରି ସବୁକ ପ୍ରାନ୍ତର, ଅନାବନା ଫୁଲ ଫୁଟି ଥିବା ଗଛସବୁକୁ ଏକ ଉଜ୍ବଳ ସ୍ବର୍ଣ୍ଣାଭ ଛିଟାରେ ଚିତ୍ରିତ କରୁଥିଲା | ମାତ୍ର ସବୁଠାରୁ ଉଜ୍ବଳ ଦିଶୁଥିଲେ,ସେଠାରେ ଉଡ଼ି ବୁଲୁଥିବା ରଙ୍ଗୀନ ଚିତ୍ରିତ ପ୍ରଜାପତିମାନେ | ବିଭିନ୍ନ ରଙ୍ଗ ଓ ଆକୃତିର ହୋଇଥିଲେ ମଧ୍ୟ ସମସ୍ତେ ଏକା ପରି ଖୁବ୍ ମନଲୋଭା ଦିଶୁ ଥିଲେ। ସେଥିରୁ ଗୋଟିଏକୁ ଧରି ପାରନ୍ତା ହେଲେ! ପ୍ରଜାପତିଟିଏ ଧରିବା ପାଇଁ ପିଲାଟି ଅଣନିସ୍ବାଶୀ

BERANGA PRAJAPATI | ବେରଙ୍ଗ ପ୍ରଜାପତି Read More »

ପାଗଳା ବାବା | KSHIROD PARIDA

ସେ ପାଗଳଟା କେମିତି ଅଛି, ତା’ ଖବର ବୁଝୁଛୁ ତ ! କାମଦାମ ସାରି ବୁଲୁଥିବ କେଉଠିଁ ନା କେଉଁଠି ଘରକୁ ଫେରିବ ରାତି ସାଢ଼େଦଶ କି ଏଗାରରେ … ଆଜି ଖଟିକୁ ଆସି ନାହଁ କି ପାଗଳା ବାବା ? ହେଇ ଉଠିବ ଭୁସ୍ କରି ତ କହିବ- ଡାକରା ଆସିଗଲାଣି , ଯାଉଛି … ସତରେ ଭଲ ଲାଗେ ସଭିଙ୍କୁ ପାଗଳର ଲୀଳା ଖେଳା ହେଲେ କେହି ଭଲ ପାଆନ୍ତି କି ତାକୁ !

ପାଗଳା ବାବା | KSHIROD PARIDA Read More »