ART & LITERATURE

BERANGA PRAJAPATI | ବେରଙ୍ଗ ପ୍ରଜାପତି

ବେରଙ୍ଗ ପ୍ରଜାପତି ଅପରାହ୍ନ ସୂର୍ଯ୍ୟର ତିର୍ଯକ୍ କିରଣ ଦିଗ୍‌ବଳୟ ପ୍ରସାରି ସବୁକ ପ୍ରାନ୍ତର, ଅନାବନା ଫୁଲ ଫୁଟି ଥିବା ଗଛସବୁକୁ ଏକ ଉଜ୍ବଳ ସ୍ବର୍ଣ୍ଣାଭ ଛିଟାରେ ଚିତ୍ରିତ କରୁଥିଲା | ମାତ୍ର ସବୁଠାରୁ ଉଜ୍ବଳ ଦିଶୁଥିଲେ,ସେଠାରେ ଉଡ଼ି ବୁଲୁଥିବା ରଙ୍ଗୀନ ଚିତ୍ରିତ ପ୍ରଜାପତିମାନେ | ବିଭିନ୍ନ ରଙ୍ଗ ଓ ଆକୃତିର ହୋଇଥିଲେ ମଧ୍ୟ ସମସ୍ତେ ଏକା ପରି ଖୁବ୍ ମନଲୋଭା ଦିଶୁ ଥିଲେ। ସେଥିରୁ ଗୋଟିଏକୁ ଧରି ପାରନ୍ତା ହେଲେ! ପ୍ରଜାପତିଟିଏ ଧରିବା ପାଇଁ ପିଲାଟି ଅଣନିସ୍ବାଶୀ […]

BERANGA PRAJAPATI | ବେରଙ୍ଗ ପ୍ରଜାପତି Read More »

ପାଗଳା ବାବା | KSHIROD PARIDA

ସେ ପାଗଳଟା କେମିତି ଅଛି, ତା’ ଖବର ବୁଝୁଛୁ ତ ! କାମଦାମ ସାରି ବୁଲୁଥିବ କେଉଠିଁ ନା କେଉଁଠି ଘରକୁ ଫେରିବ ରାତି ସାଢ଼େଦଶ କି ଏଗାରରେ … ଆଜି ଖଟିକୁ ଆସି ନାହଁ କି ପାଗଳା ବାବା ? ହେଇ ଉଠିବ ଭୁସ୍ କରି ତ କହିବ- ଡାକରା ଆସିଗଲାଣି , ଯାଉଛି … ସତରେ ଭଲ ଲାଗେ ସଭିଙ୍କୁ ପାଗଳର ଲୀଳା ଖେଳା ହେଲେ କେହି ଭଲ ପାଆନ୍ତି କି ତାକୁ !

ପାଗଳା ବାବା | KSHIROD PARIDA Read More »

ସତ ଶୁଣିବାର ସମୟ ଆସିଯାଇଛି,ସତ ଶୁଣନ୍ତୁ ଓ ପାଳନ କରନ୍ତୁ- ଚିନ୍ମୟୀ ବାରିକ

ଅନୁଚିନ୍ତା-3 ଚିନ୍ମୟୀ ବାରିକ ଏବେ ଗୋଟିଏ ପୋଷ୍ଟ ପଢିଲି ।ଲେଖା ଅଛି – “ବାଗଚୀଙ୍କୁ ଶୁଣିଲେ ଅବସାଦ ଓ ରୋଗଗ୍ରସ୍ଥ ହୋଇଯିବେ ।ସଚେତନତା କମ୍ ,ଆତଙ୍କ ବେଶୀ ” । ହା ହା ..। ଏ ହେଉଛି ଆମର ମାନସିକତା । ସତ ଶୁଣିବାର ସମୟ ଆସି ଯାଇଛି ।ସତ ଶୁଣନ୍ତୁ ଓ ପାଳନ କରନ୍ତୁ । ସଂକଟ ସମୟରେ ଆତଙ୍କିତ ହେବେ ଅବା ଯୁଦ୍ଧ କରିବେ ଏହା ନିଜ ଉପରେ ନିର୍ଭର କରେ ।ଆଜି ଯଦି

ସତ ଶୁଣିବାର ସମୟ ଆସିଯାଇଛି,ସତ ଶୁଣନ୍ତୁ ଓ ପାଳନ କରନ୍ତୁ- ଚିନ୍ମୟୀ ବାରିକ Read More »

LAVANYA ON LOCKDOWN

LAVANYA ON LOCKDOWN STAY AT HOME HAVE COURAGE A LIFE LIVED IN FEAR IS A HALF LIVED! THATS WHAT SHE HAS TO SAY TO THE PEOPLE.WATCH THE VIDEO FOR HER FULL MASSAGE AND ADVICE.    https://youtu.be/78SNMoeJylI AND HERE re some pics of miss tourism ambassador universe, miss teen diva india international 2019 and miss teen

LAVANYA ON LOCKDOWN Read More »

Devi Darshan

ଦେବୀଦର୍ଶନ ମୁଁ ଗେଟ ଖୋଲୁ ଖୋଲୁ ବୃନୋ ମତେ କାକୁସ୍ଥ ହୋଇ ଚାହିଁଲା …ତା ପରେ ମୋ ଉପରକୁ କୁଦା ମାରି ମୋ ମୁହଁକୁ ଚାଟିବାରେ ଲାଗିଲା ….ମୁଁ ତଥାପି ଛୋଟେଇ ଛୋଟେଇ ଆଗକୁ ବଢିଲି …ବୃନୋ ମୋ ପାଦକୁ ତା ନଖରେ ରାମ୍ପୁଥାଏ …ପୁଣି ମୁହଁକୁ ଚାହୁଁଥାଏ… କିନ୍ତୁ ମୁଁ ସେମିତି ଚାଲିଥାଏ ….ସିଡିରେ ପାଦ ଦେଉ ଦେଉ …ଗେଟ ଖୋଲି ଦୌଡ଼ି ଆସି କକେଇ ପଚାରିଲେ -“କୁଆଡେ ଯାଇଥିଲୁ? ରାତି ଏଗାରଟା ହେଲାଣି?…ତୁ ଜାଣିଚୁ

Devi Darshan Read More »