BHUBANESWAR PATIA BIG BAZAR SEALED Leave a Comment / News / By Kamalakanta Nayak ପଟିଆ ବିଗ୍ ବଜାର ସିଲ୍ ଏହିସବୁ କାରଣରୁ ସିଲ୍ ହେଲା ବିଗ୍ ବଜାର#ପାର୍କିଂ ସମସ୍ୟା, ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବାରୁ#ବିଡିଏ ଗାଇଡଲାଇନର ଉଲ୍ଲଂଘନ କରାଯାଇ ନିର୍ମାଣ#ବିଏମସି କମିସନର ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସିଲ୍#ପରିମଳ, ଅଗ୍ନି ନିର୍ବାପକ ବ୍ୟବସ୍ଥା ଓ ପାର୍କିଂ ସମସ୍ୟାକୁ ନେଇ ବିଏମସିର କାର୍ଯ୍ୟାନୁଷ୍ଠାନ | ପାର୍କିଂ ପାଇଁ ଜାଗା ନ ଥିବାରୁ ଟ୍ରାଫିକ ଜାମ୍ | ମଲ୍ ଚାଲୁଥିବା କୋଠାର ମାଲିକ ଜୀତେନ୍ଦ୍ର ପ୍ରସାଦ ସିଂଙ୍କୁ ସିଲିଂ ସଂପର୍କିତ ନୋଟିସ୍ ଦିଆଯାଇଛି।