Author name: Kamalakanta Nayak

NO AVIANS WALK AT NANDANKANAN FROM JANUARY 28

ନନ୍ଦନକାନନର ପକ୍ଷୀ ବିହାର ବନ୍ଦ ଭୁବନେଶ୍ବରରେ ବାର୍ଡ ଫ୍ଲୁ ଆତଙ୍କ । ୨୮ ତାରିଖରୁ ନନ୍ଦନକାନନର ପକ୍ଷୀ ବିହାର ବନ୍ଦ । ଏ ସଂପର୍କରେ ସୂଚନା ଦେଇଛନ୍ତି ପ୍ରାଣୀଉଦ୍ୟାନ । ତେବେ ନନ୍ଦନକାନନର କେବଳ ପକ୍ଷୀ ବିହାର ବନ୍ଦ ହେବ । କିନ୍ତୁ ନନ୍ଦନକାନନ ବନ୍ଦ ହେବ ନାହିଁ ବୋଲି ନନ୍ଦନକାନନର ଉପନିର୍ଦ୍ଦେଶକ ସ୍ପଷ୍ଟ କରିଛନ୍ତି। ପରବର୍ତ୍ତୀ ଆଦେଶ ନ ମିଳିବା ପର୍ଯ୍ୟନ୍ତ ବନ୍ଦ ରହିବ ପକ୍ଷୀ ବିହାର । ନନ୍ଦନକାନନକୁ ଆସୁଥିବା ପର୍ଯ୍ୟଟକ ପକ୍ଷୀଙ୍କ ସଂସ୍ପର୍ଶରେ […]

NO AVIANS WALK AT NANDANKANAN FROM JANUARY 28 Read More »

Sachin Visits Shirdi

Sachin Tendulkar Pays Visit To Shirdi Sai Baba Temple With Family. Sachin paid a visit to Shirdi to seek blessings of Sai Baba along with his wife, Anjali Tendulkar and son Arjun Tendulkar.the temple administration presented a special shawl and idol of Sai Baba to legendary cricketer Sachin Tendulkar.

Sachin Visits Shirdi Read More »

Australian Hunters to Kill 10,000 Camels from Helicopters

https://www.youtube.com/watch?v=EfBqTvdBEO8ଅଷ୍ଟ୍ରେଲିଆରେ ଓଟ ଖାଇବେ ଗୁଳି। କାରଣ ସେମାନଙ୍କ ଦୋଷ, ସେମାନେ ଅଧିକ ପାଣି ପିଉଛନ୍ତି। ଅଷ୍ଟ୍ରେଲିଆରେ ବିଚିତ୍ର ସ୍ଥିତି। ଗୋଟିଏ ପଟେ ନିଆଁରେ ଜଳୁଥିବା ପଶୁ ପକ୍ଷୀଙ୍କୁ  ବଞ୍ଚାଇବାକୁ ଚେଷ୍ଟା। ଆଉ ଗୋଟେ ପଟେ ପାଣିର ଅଭାବ ବଢ଼ାଉଥିବା କାରଣରୁ ୧୦ ହଜାର ଓଟଙ୍କୁ ଗୁଳି ନିର୍ଦ୍ଦେଶ ଦିଆଯାଇଛି। ହେଲିକପ୍ଟରରୁ ଓଟଙ୍କୁ ଗୁଳି କରିବେ ପେସାଦାର ସୁଟର୍ । ଅଷ୍ଟ୍ରେଲିଆ ଜଙ୍ଗଲରେ ବଢୁଛି ଓଟଙ୍କ ସଂଖ୍ୟା । ସେଥିପାଇଁ ପାନୀୟ ଜଳ ସମସ୍ୟା ସୃଷ୍ଟି ହେଉଛି। ଓଟମାନେ ଅଧିକ ପାଣି

Australian Hunters to Kill 10,000 Camels from Helicopters Read More »

PAKISTAN GETTING READY FOR WAR!

ଯୁଦ୍ଧ କରିବ ପାକିସ୍ତାନ! ପିଓକେରେ ହଲ୍‌ଚଲ୍‌ । କିଛି ବଡ଼ କରିବାର ଯୋଜନା କରୁଛି ପାକିସ୍ତାନ । କୌଣସି ବଡ଼ ଷଡ଼ଯନ୍ତ୍ର ନିହାତି ରଚୁଛି । ସାଧାରଣ ନାଗରିକଙ୍କୁ ଢାଲ କରି କରୁଛି ସେନା କ୍ୟାମ୍ପ । ପାକିସ୍ତାନ ଅଧିକୃତ କଶ୍ମୀରରେ ପୂର୍ବରୁ,୧୯୯୯ରେ ଏଭଳି ହଲଚଲ ଦେଖିବାକୁ ମିଳିଥିଲା । ନୀଲମ ଭ୍ୟାଲିରେ ଲଗାତାର ଗୁଳିବର୍ଷା ଭିତରେ ଏଲଓସିରେ ତୋପଙ୍କ ସଂଖ୍ୟା ବଢ଼ାଉଛି ପାକିସ୍ତାନ । ଗତ ୧୦ ଦିନରେ ପିଓକେରେ ତୋପ ନେଇ ପହଞ୍ଚୁଛି ସେନା

PAKISTAN GETTING READY FOR WAR! Read More »

THREE IN A ROW FOR ODISHA

ଗ୍ରୁପର ଶୀର୍ଷରେ ଓଡ଼ିଶା ରଣଜୀରେ ଓଡ଼ିଶାର ଦମଦାର ପ୍ରଦର୍ଶନ । ଲଗାତାର ତୃତୀୟ ବିଜୟ ସହ ଗ୍ରୁପ-ସିର ଶୀର୍ଷରେ ଓଡ଼ିଶା । ତିନିଟି ମ୍ୟାଚରୁ ୩ଟି ବିଜୟ ସହ ଓଡ଼ିଶା ଖାତାରେ ୨୧ ପଏଣ୍ଟ ରହିଛି । ଉତ୍ତରାଖଣ୍ଡକୁ ୧୦ ୱିକେଟରେ ହରାଇଛି ଟିମ୍‌ ଓଡ଼ିଶା । ଏହି ବିଜୟ ସହ ଓଡ଼ିଶାକୁ ୭ ପଏଣ୍ଟ ମିଳିଛି । ଶତକୀୟ ପାଳି ପାଇଁ ଶାନ୍ତନୁ ମିଶ୍ରଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ମିଳିଛି ।

THREE IN A ROW FOR ODISHA Read More »

Kushal Punjabi No More…

ଗ୍ଲାମରସ ଲାଇଫ୍ ଷ୍ଟାଇଲ… ଅଭିନେତା, ତ୍ୟାନସର..ଛୋଟ ପରଦାରେ ବଡ଼ ନାଁ । ଫିଲ୍ମ ମଧ୍ୟ କରିଛନ୍ତି। ସବୁବେଳେ ରହୁଥିଲେ ଚର୍ଚ୍ଚାରେ । । ଯେ, ସେ ନିଜ ଜୀବନ, ନିଜେ ନେଇଗଲେ । ଘରେ ସେ ପଙ୍ଖାରେ ରଶି ଦେଇ ଆତ୍ମହତ୍ୟା କରିଛନ୍ତି । ଆପଣ ଜାଣିସାରିବେଣି ଆମେ କହୁଛୁ, କୁଶଲ ପଞ୍ଜାବୀଙ୍କ କଥା। ମାତ୍ର ୩୬ ବର୍ଷରେ ଆତ୍ମହତ୍ୟାକୁ ନେଇ ସ୍ତବ୍ଧ ସିନେଜଗତ । ମୃତଦେହ ନିକଟରୁ ଜବତ୍ ହୋଇଥିଲା ଦେଢ଼ ପେଜର ସୁଇସାଇଡ୍ ନୋଟ୍…

Kushal Punjabi No More… Read More »