MAHESH PAKALA ON KAMALA HARRIS | EXPLORE TIMES EXCLUSIVE

MAHESH PAKALA : Indian American Community #Leader, actively mobilising community for the past 27 plus years, elected executive board member in #California Democratic Delegates for district 17, currently chairing FoG Odisha, and coordinating Lord Jagannath activities at #Fremonttemple in #BayArea

ଚର୍ଚ୍ଚାରେ କମଲା ହାରିସ…କାରଣ ବିଶ୍ବର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର, ସେ ନମ୍ବର ୨ ପୋଜିସନ ପାଇଁ ପ୍ରାର୍ଥୀ…ତେବେ ଭାରତରେ ତାଙ୍କୁ ନେଇ ଚର୍ଚ୍ଚାର ଆଉ ଏକ କାରଣ ହେଉଛି ତାଙ୍କର ଭାରତୀୟ ହେବା । ଆଗକୁ ନିର୍ବାଚନ…। ଯେମିତିକି ଆମେ ସମସ୍ତେ ଜାଣୁ, ଆମେରିକାରେ ଭାରତୀୟ ଭୋଟରଙ୍କର ମଧ୍ୟ ନିର୍ଣ୍ଣାଯକ ଭୂମିକା ରହିଛି । ତେବେ ସେଠାରେ ଭାରତୀୟଙ୍କ ମୁଡ କଣ ରହିଛି ଖାସକରି ସେଠାରେ ଥିବା ଓଡ଼ିଆଙ୍କ ନଜରରେ କମଲା ହାରିସ କେମିତି….ସେ ସଂପର୍କରେ ନିଜର ଅଭିଜ୍ଞତା କହିଛନ୍ତି ମହେଶ ପକାଲା । ସେ ପ୍ରଥମ ଓଡ଼ିଆ ,ଯିଏ କି ,ଏକଜ୍ଯୁକିଟିଭ ବୋର୍ଡ ମେମ୍ବର ଫର ଡେଲିଗେଟସ ଇନ କାଲିଫୋର୍ଣ୍ଣିଆ ଡେମୋକ୍ରାଟ ସିଡି-୧୭ରେ ନିର୍ବାଚିତ ହୋଇଥିଲେ । କେବଳ ସେତିକି ନୁହେଁ, ସେ ଆମେରିକାର ସାଂସଦ ରୋ ଖନ୍ନାଙ୍କ ବିଜୟୀ ହେବା ପଛରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତ ଚାଲନ୍ତୁ ତାଙ୍କଠୁ ଶୁଣିବା କମଲା ହାରିସଙ୍କୁ ନେଇ ତାଙ୍କ ମତ ଓ ଅଭିଜ୍ଞତା…

Leave a Comment

Your email address will not be published. Required fields are marked *