Site icon Explore Times

TEMPERATURE TO RISE IN ODISHA

ଓଡ଼ିଶାରେ ବଢ଼ିବ ତାପମାତ୍ରା

ଆଜିଠାରୁ ରାଜ୍ୟରେ ବଢ଼ିବ ତାତି | ଏହାରି ଭିତିରେ ଆଜି କଟକରେ ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରୀ ରହିଛି | ରାଜଧାନୀ ଭୁବନେଶ୍ବରରେ ମଧ୍ୟ ତାପମାତ୍ରା ୩୩ ଡିଗ୍ରୀ ଉପରେ ରହିଛି | ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୩୩ ଡିଗ୍ରୀ ପାଖାପାଖି ରହିଛି | ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ କନ୍ଧମାଳରେ ବର୍ଷା ସମ୍ଭାବନା ରହିଛି | ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିଥିବା ବେଳେ ପୁରୀ, ଗୋପାଳପୁର ଓ ପାରାଦୀପରେ ହାଲୁକା ବର୍ଷା ହୋଇଛି। 

Exit mobile version