Site icon Explore Times

Shirdi Sai Trust To Donate Rs 51 Crore

କରୋନା ମୁକାବିଲା ପାଇଁ ୫୧ କୋଟିର ସହାୟତା ଦେଲା ଶିରିଡି ସାଇବାବା ଟ୍ରଷ୍ଟ

କରୋନାକୁ ମୁକାବିଲା ପାଇଁ ୫୧ କୋଟି ଟଙ୍କାର ସହାୟତା ରାଶି | ଶିରିଡିର ଶ୍ରୀ ସାଇବାବା ଟ୍ରଷ୍ଟ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୫୧ କୋଟି ଟଙ୍କା ଦାନ କରାଯାଇଛି । ମହାରାଷ୍ଟ୍ରରେ କରୋନା ମୁକାବିଲା ପାଇଁ ଏହି ଅର୍ଥ ଦିଆଯାଇଛି | ତେବେ କରୋନା ଆକ୍ରାନ୍ତକୁ ବ୍ୟାପିବାରୁ ରୋକିବାକୁ ଶିରିଡିର ସାଇବାବା ମନ୍ଦିରର କର୍ତ୍ତୃପକ୍ଷ ମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ବନ୍ଦ କରାଯାଇଛି | ଗତ ୧୭ ତାରିଖରୁ ମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରଖାଯାଇଛି |

Exit mobile version