Site icon Explore Times

ODISHA TO SET UP LARGEST CORONA VIRUS HOSPITAL IN BHUBANESWAR

ଓଡ଼ିଶାରେ ଦେଶର ସବୁଠାରୁ ବଡ଼ କରୋନା ହସ୍ପିଟାଲ୍

କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି | ଭୁବନେଶ୍ବରରେ ହେବ ଦେଶର ସବୁଠୁ ବଡ଼ କରୋନା ମୁକାବିଲା ପାଇଁ ହସ୍ପିଟାଲ | ଏହି ହସ୍ପିଟାଲରେ ରହିବ ୧୦୦୦ଟି  ଶଯ୍ୟା। ରହିବ | ଏଥିପାଇଁ କିମସ୍ ଓ ସମ୍ ହସ୍ପିଟାଲ୍ ସହ ତ୍ରିପାକ୍ଷିକ ଚୁକ୍ତି ସ୍ବାକ୍ଷରିତ କରିଛନ୍ତି ସରକାର | ଭୁବନେଶ୍ୱରସ୍ଥିତ କିମ୍‌ସ ଓ ସମ୍‌ ହସ୍‌ପିଟାଲ ସହାୟତାରେ କରୋନା ଆକ୍ରାନ୍ତଙ୍କ ଲାଗି ୯୫୦ଟି ବେଡ଼ର ବ୍ୟବସ୍ଥା କରିବାକୁ ଏହି ଏମଓୟୁରେ ଚୁକ୍ତି କରାଯାଇଛି। ହିପରି ସମ୍‌ ହସ୍ପିଟାଲରେ କରୋନା ପାଇଁ ସ୍ୱତନ୍ତ୍ର ଭାବେ ୫୦୦ ବେଡ୍‌ର ବ୍ୟବସ୍ଥା ହେବା


India’s largest COVID-19 centric hospital with 1,000 beds to be set up in Odisha


Exit mobile version