Site icon Explore Times

LOCKDOWN NOT ENOUGH: WHO

କରୋନା ସହ ଲଢ଼ିବାକୁ କେବଳ ‘ଲକଡାଉନ୍’ ଯଥେଷ୍ଟ ନୁହେଁ:WHO

କରୋନା ସହ ଲଢ଼ିବାକୁ କେବଳ ‘ଲକଡାଉନ୍’ ଯଥେଷ୍ଟ ନୁହେଁ | ଜନସ୍ବାସ୍ଥ୍ୟ ଉପରେ ଅଧିକ ପଦକ୍ଷେପ ଜରୁରୀ | ଏ ନେଇ ସୂଚନା ଦେଇଚି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମାଇକ୍ ରିୟାନ୍ | ‘ଲକଡାଉନ୍’ ଏକ ଭଲ ପଦକ୍ଷେପ | ତେବେ ଯେଉଁମାନେ ଅସୁସ୍ଥ, ଏବଂ ଆକ୍ରାନ୍ତ ହୋଇଛିଙ୍କୁ ଖୋଜି ବାହାର କରି ଅଲଗା କରିବା ଆବଶ୍ୟକ | ଯେଉଁମାନଙ୍କ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଖୋଜି ବାହାର କରିବା ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ | ଜନସ୍ବାସ୍ଥ୍ୟକୁ ଗୁରୁତ୍ବ ନ ଦେଇ କେବଳ ଲକଡାଉନ୍ କରିବା ବିପଜ୍ଜନକ । କାରଣ “ଲକଡାଉନ୍’ ଉଠିଯିବା ପରେ ପୁଣି ବିପଦ ଫେରିଆସିବାର ସମ୍ଭାବନା ରହିଛି । ସେପଟେ କରୋନା ଭାଇରସ୍ ପାଇଁ ଟୀକା ପରୀକ୍ଷା ଚାଲିଛି । ତେବେ ଏହା ସମ୍ପୂର୍ଣ୍ଣ ନିରାପଦ ବୋଲି ନିଶ୍ଚିତ ହେବା ପରେ ହିଁ ଏହା ମଣିଷ ଶରୀରରେ ପ୍ରୟୋଗ କରାଯିବ । 

Exit mobile version