Explore Times

CUTTACK EVICTION FOR SCB

କଟକରେ ମେଡିକାଲ ସମ୍ପ୍ରସାରଣ ଲାଗି ଉଚ୍ଛେଦ 

ମଠ,ମନ୍ଦିର ସହ ଅନ୍ୟ ଧର୍ମାନୁଷ୍ଠାନ ଉଚ୍ଛେଦ ହେବ । ପ୍ରଥମ ପର୍ଯ୍ୟାୟରେ ତାଳଦଣ୍ଡା କେନାଲ ଚାରିପାଖରେ ଥିବା ବିଭିନ୍ନ ମଠ ଓ ମନ୍ଦିରର ଉଚ୍ଛେଦ କରାଯିବ । ସେହିପରି ସିଏମସି ଓ ଜିଲ୍ଲା ପ୍ରଶାସନର ସର୍ଭେ ଅନୁସାରେ ୫୪୫ ଘର , ୮୮ ଦୋକାନ ଘର, କଟକ ମହାନଗର ନିଗମର ୩୦ ଟି ଦୋକାନ, ଧର୍ମାନୁଷ୍ଠାନ ଓ କ୍ଲବ ୧୭ , ୧୪ ଷ୍ଟ୍ରୀଟ ଭେଣ୍ଡର ରହିଥିବା ଜଣାପଡ଼ିଛି । ଏହା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ଦିଆଯାଉଛି ଘର ଭଡା ବାବାଦରେ ଅର୍ଥ । ପ୍ରଥମ ଶ୍ରେଣ୍ରୀ କର୍ମଚାରୀଙ୍କ ପାଇଁ ୧୨,୫୦୦,ଦ୍ବିତୀୟ ଶ୍ରେଣୀ କର୍ମଚାରୀଙ୍କ ପାଇଁ୧୦୦୦୦ଟ., ୩ୟ ଶ୍ରେଣ୍ରୀ କର୍ମଚାରୀଙ୍କ ପାଇଁ୭୫୦୦ଟ., ୪ର୍ଥ ଶ୍ରେଣ୍ରୀ କର୍ମଚାରୀଙ୍କ ପାଇଁ ୫୦୦୦ ଟଙ୍କା ଘର ବାବଦକୁ ସରକାରୀ କର୍ମଚାରୀଙ୍କୁ ଭଡା ବାବଦକୁ ଆର୍ଥିକ ରାଶି ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ।ସମ୍ପ୍ରସାରଣ

Exit mobile version