Site icon Explore Times

6th COVID positive case of the State detected in Cuttack with recent travel history to Delhi

କଟକରେ ଓଡ଼ିଶାର ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ଆଜି ରାତି ୮ରୁ ୪୮ ଘଣ୍ଟା ସଟଡାଉନ

ଓଡ଼ିଶାରେ ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷଷ୍ଠ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଘର କଟକରେ ହୋଇଥିବା ଜଣାପଡ଼ିଛି | ସେ ନିକଟରେ ଦିଲ୍ଲୀରୁ ଫେରିଛନ୍ତି |ଏ ନେଇ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ଜଣାଇଛନ୍ତି । ଫଳରେ ଭୁବନେଶ୍ବର ଓ ଭଦ୍ରକ ସହ କଟକରେ ଶୁକ୍ରବାର ରାତି ୮ଟାରୁ ୪୮ ଘଣ୍ଟା ସଟଡାଉନ୍ କରାଯିବ | ତେବେ ଦିଲ୍ଲୀରୁ ଫେରିଥିବା ଷଷ୍ଠ ଆକ୍ରାନ୍ତ ନିଜାମୁଦ୍ଦିନ୍ ଫେରିଛନ୍ତି କି ନାହିଁ ତାହା ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଉଛି।

 

6th COVID positive case of the State detected in Cuttack with recent travel history to Delhi.State Govt. Announces 48 Hours Complete #Shutdown from 8.00 PM of 3rd April to 8.00 PM of 5th April 2020 for Bhadrak Town and Bhubaneswar and cuttack

Exit mobile version